ବର୍ଷାରେ ବେହାଲ ବ୍ରହ୍ମପୁର ସହର; ଘରେ ପଶିଲା ନାଳ ପାଣି

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପ୍ରବଳ ବର୍ଷାରେ ଜଳାର୍ଣ୍ଣବ ହୋଇଛି ବ୍ରହ୍ମପୁର ସହର। ଆଜି ଭୋର ୪ଟାଠାରୁ ପ୍ରବଳ ବର୍ଷା ହେବା ଯୋଗୁ ସହରରେ ବର୍ଷା ଜଳ ଭ୍ରମ ସୃଷ୍ଟି କରୁଛି। ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଛି। ଘରେ ବର୍ଷା ପାଣି ପଶିଯିବା ଯୋଗୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ସହରର ଗଜପତିନଗର, ଗାନ୍ଧିନଗରର ୯ମ ଓ ୧୦ମ ଲେନରେ ଲୋକଙ୍କ ଘରେ ପାଣି ପଶିଯାଇଛି। ତୁଳସୀନଗର, ବ୍ରଜନଗର, ସୁବୁଦ୍ଧି […]

town,,,

town,,,

Tapaswini Nayak
  • Published: Thursday, 05 September 2019
  • Updated: 05 September 2019, 03:06 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପ୍ରବଳ ବର୍ଷାରେ ଜଳାର୍ଣ୍ଣବ ହୋଇଛି ବ୍ରହ୍ମପୁର ସହର। ଆଜି ଭୋର ୪ଟାଠାରୁ ପ୍ରବଳ ବର୍ଷା ହେବା ଯୋଗୁ ସହରରେ ବର୍ଷା ଜଳ ଭ୍ରମ ସୃଷ୍ଟି କରୁଛି। ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଛି। ଘରେ ବର୍ଷା ପାଣି ପଶିଯିବା ଯୋଗୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

ସହରର ଗଜପତିନଗର, ଗାନ୍ଧିନଗରର ୯ମ ଓ ୧୦ମ ଲେନରେ ଲୋକଙ୍କ ଘରେ ପାଣି ପଶିଯାଇଛି। ତୁଳସୀନଗର, ବ୍ରଜନଗର, ସୁବୁଦ୍ଧି ପେଟାସାହି ଓ ଲକ୍ଷ୍ମୀନୃସିଂହ ସାହି ମଧ୍ୟ ଜଳମଗ୍ନ ହୋଇଛି। ଡିପଲ ସ୍କୁଲ ମୁଖ୍ୟ ରାସ୍ତାରେ ବର୍ଷା ପାଣି ଜମି ରହିଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ବର୍ଷା ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ସହରବାସୀ ହନ୍ତସନ୍ତ ହେଉଛନ୍ତି।

ସୁବୁଦ୍ଧି କଲୋନୀର ଜଣେ ବାସିନ୍ଦା କହିଛନ୍ତି,“ଘରେ ନାଳ ପାଣି ପଶି ଯାଇଛି। ରୋଷେଇ ବାସ କରିବାକୁ ହଇରାଣ ହେଉଛୁ। ଭୋକ ଉପାସରେ ପଡ଼ି ରହିଛୁ। କୌଣସି ପ୍ରଶାସନିକ ଅଧିକାରୀଙ୍କର ଦେଖାନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story