ଜୀବନ ହାରିଲେ ଦୀନବନ୍ଧୁ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବଲାଙ୍ଗିର ସଦର ଥାନା ବରକାନି ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଭକ୍ତବନ୍ଧୁ ଦଣ୍ଡସେନା। ଋଣଭାର ଓ ତଳି ନଷ୍ଟ ହେବା ଯୋଗୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଭକ୍ତବନ୍ଧୁ ଚାରି ଏକର ଜମିରେ ତଳି ପକାଇଥିଲେ। ବର୍ଷା ନ ହେବାରୁ ଏହି ତଳି ଗୁଡ଼ିକ ନଷ୍ଟ ହୋଇଯାଇଥିଲା। ଚାଷ ପାଇଁ ଭକ୍ତବନ୍ଧୁ କିଛି ଋଣ ମଧ୍ୟ କରିଥିଲେ। ଏହାକୁ ନେଇ କିଛି […]

farmersuicide..

farmersuicide..

Tapaswini Nayak
  • Published: Friday, 19 July 2019
  • Updated: 19 July 2019, 12:55 PM IST

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବଲାଙ୍ଗିର ସଦର ଥାନା ବରକାନି ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଭକ୍ତବନ୍ଧୁ ଦଣ୍ଡସେନା। ଋଣଭାର ଓ ତଳି ନଷ୍ଟ ହେବା ଯୋଗୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଭକ୍ତବନ୍ଧୁ ଚାରି ଏକର ଜମିରେ ତଳି ପକାଇଥିଲେ। ବର୍ଷା ନ ହେବାରୁ ଏହି ତଳି ଗୁଡ଼ିକ ନଷ୍ଟ ହୋଇଯାଇଥିଲା। ଚାଷ ପାଇଁ ଭକ୍ତବନ୍ଧୁ କିଛି ଋଣ ମଧ୍ୟ କରିଥିଲେ। ଏହାକୁ ନେଇ କିଛି ଦିନ ହେବ ସେ ଚିନ୍ତାରେ ଥିଲେ। ଶେଷରେ ହତାଶ ହୋଇ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଦୀନବନ୍ଧୁ ବିଷ ପିଇଥିବା ନେଇ ଜଣା ପଡ଼ିବା ପରେ ପ୍ରଥମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story