ବାହାଘର ଭାଙ୍ଗି ଦେଉଥିଲେ ଯୁବକ, ଯୁବତୀ ନେଲେ ଚରମ ପଦକ୍ଷେପ

ବଲାଙ୍ଗିର:(ଓଡ଼ିଶା ରିପୋର୍ଟର): ବାରମ୍ବାର ବାହାଘର ଭାଙ୍ଗୁଥିବାରୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ଜଣେ ଯୁବତୀ ଶେଷରେ ଚରମ ପଦକ୍ଷେପ ବାଛିନେଲେ। କିରୋସିନି ଢାଳି ହୋଇ ଆତ୍ମଦାହ କରିବାକୁ ଉଦ୍ୟମ କରିଥିବା ଯୁବତୀ ଶେଷରେ ଜୀବନ ସଂଘର୍ଷରେ ହାରି ଯାଇଛନ୍ତି। ଏପରି ହୃଦୟ ବିଦାରକ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କୁଲିତାଯୋର ଗାଁରେଘଟିଥିବା ଜଣାଯାଇଛି। ସୂଚନା ଅନୁସାରେ,ଗତ ବର୍ଷ ଘାଟୁଲ ଗାଁର ଜଣେ ଯୁବକ ସମ୍ପୃକ୍ତ  ଯୁବତୀଙ୍କୁ ବାହା ହେବା ପାଇଁ ପରିବାର ସହ ପ୍ରସ୍ତାବ ନେଇ […]

mrg

mrg

Tapaswini Nayak
  • Published: Monday, 12 October 2020
  • Updated: 12 October 2020, 12:59 PM IST

Sports

Latest News

ବଲାଙ୍ଗିର:(ଓଡ଼ିଶା ରିପୋର୍ଟର): ବାରମ୍ବାର ବାହାଘର ଭାଙ୍ଗୁଥିବାରୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ଜଣେ ଯୁବତୀ ଶେଷରେ ଚରମ ପଦକ୍ଷେପ ବାଛିନେଲେ। କିରୋସିନି ଢାଳି ହୋଇ ଆତ୍ମଦାହ କରିବାକୁ ଉଦ୍ୟମ କରିଥିବା ଯୁବତୀ ଶେଷରେ ଜୀବନ ସଂଘର୍ଷରେ ହାରି ଯାଇଛନ୍ତି। ଏପରି ହୃଦୟ ବିଦାରକ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କୁଲିତାଯୋର ଗାଁରେଘଟିଥିବା ଜଣାଯାଇଛି।

ସୂଚନା ଅନୁସାରେ,ଗତ ବର୍ଷ ଘାଟୁଲ ଗାଁର ଜଣେ ଯୁବକ ସମ୍ପୃକ୍ତ  ଯୁବତୀଙ୍କୁ ବାହା ହେବା ପାଇଁ ପରିବାର ସହ ପ୍ରସ୍ତାବ ନେଇ ଆସିଥିଲେ। କିନ୍ତୁ କୌଣସି କାରଣରୁ ଉଭୟ ପରିବାର ଭିତରେ ସହମତି ହୋଇ ପାରିଲା ନାହିଁ । ଗତ କିଛି ଦିନ ତଲେ ଗିଦମାଲ ଗାଁର ଜଣେ ଯୁବକ ବାହାଘର ପ୍ରସ୍ତାବ ନେଇ ଯୁବତୀଙ୍କ ଘରକୁ ଆସିଥିଲେ। ଉଭୟ ପରିବାର ଭିତରେ ସହମତି ମଧ୍ୟ ହୋଇଥିଲା । କିନ୍ତୁ ପୂର୍ବରୁ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିବା ଯୁବକ ବିବାହ କରିବାକୁ ଇଚ୍ଛୁକ ଥିବା ଯୁବକଙ୍କୁ ଫୋନ୍‌ କରି  ବାହା ନହେବା ପାଇଁ ଧମକ ଚମକ ଦେଇଥିଲେ । ଯାହା ଫଳରେ ବାହାଘର ଭାଙ୍ଗିଗଲା ।

ସଂସାର ଗଢ଼ିବା ପୂର୍ବରୁ ଭାଙ୍ଗି ଯାଉଥିବାରୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ଯୁବତୀ  ଗତକାଲି ରାତି  ୩ଟାରେ ନିଜ ଦେହରେ କିରୋସିନୀ ଢାଲି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସୋନପୁର ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ସକାଳୁ ଯୁବତୀଙ୍କୁ ବଲାଙ୍ଗିର ହସପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ବାହାଘର ଭାଙ୍ଗି ଯିବାରୁ ଝିଅ ଏଭଳି ପଦକ୍ଷେପ ନେଇଥିବା ସମ୍ପୃକ୍ତ ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି। ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story