ଧରାପଡ଼ିଲା ହାଇଟେକ ଅଳଙ୍କାର ଲୁଟେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ ପୁଲିସ ହାତରେ ଧରାପଡିଲା ହାଇଟେକ ଅଳଙ୍କାର ଲୁଟେରା। ଅନ୍ତଃରାଜ୍ୟ ସୁନା ଅଳଙ୍କାର ଲୁଟେରା ବିଶାଳ କୁମାର ଲେଲେଙ୍ଗାକୁ ଆଜି  ଗିରଫ କରିଛି ପୁଲିସ। ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ଡେରା ପକାଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲା । ନିକଟରେ ସେ ସମ୍ବଲପୁର, ଝାରସୁଗୁଡା ଓ ପୁରୀର ଅନେକ ଅଳଙ୍କାର ଦୋକାନରୁ ସୁନା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲା। ଧରାପଡ଼ିବା ପରେ କମିଶନରେଟ ପୁଲିସ ତାକୁ ସମ୍ବଲପୁର […]

678

678

Tapas Behera
  • Published: Sunday, 11 April 2021
  • Updated: 11 April 2021, 03:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ ପୁଲିସ ହାତରେ ଧରାପଡିଲା ହାଇଟେକ ଅଳଙ୍କାର ଲୁଟେରା। ଅନ୍ତଃରାଜ୍ୟ ସୁନା ଅଳଙ୍କାର ଲୁଟେରା ବିଶାଳ କୁମାର ଲେଲେଙ୍ଗାକୁ ଆଜି  ଗିରଫ କରିଛି ପୁଲିସ। ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ଡେରା ପକାଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲା ।

ନିକଟରେ ସେ ସମ୍ବଲପୁର, ଝାରସୁଗୁଡା ଓ ପୁରୀର ଅନେକ ଅଳଙ୍କାର ଦୋକାନରୁ ସୁନା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲା। ଧରାପଡ଼ିବା ପରେ କମିଶନରେଟ ପୁଲିସ ତାକୁ ସମ୍ବଲପୁର ପୁଲିସକୁ ହସ୍ତାନ୍ତର କରିଛି। ଉଚ୍ଚଶିକ୍ଷିତ ତଥା ଏମବିଏ ପଢ଼ିଥିବା ଏହି ଲୁଟେରା ନାମୀ ଦାମୀ ଦୋକାନକୁ ଟାର୍ଗେଟ କରିଥାଏ।

ନିଜକୁ ଇନକମ ଟ୍ୟାକ୍ସ ଅଫିସର ବୋଲି ପରିଚୟ ଦେଇ ସୁନାଗହଣା କିଣିଥାଏ। ଅନଲାଇନ୍ ପେମେଣ୍ଟ କରିବାକୁ କହି ଦୋକାନୀଙ୍କୁ ଚକମା ଦେଇ ଲୁଟ କରି ଖସି ପଳାଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story