ସାକ୍ଷୀଗୋପାଳ ମନ୍ଦିରର ଉପର ବେଢ଼ାରୁ ଖସିଲା ୧କୁଇଣ୍ଟାଲ ଓଜନର ପଥର

ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରର ଉପର ବେଢ଼ାରୁ ପଥର ଖସିଛି।  ଏହି ପଥରର ଓଜନ ପ୍ରାୟ ୧ କୁଇଣ୍ଟାଲରୁ ଅଧିକ ଓଜନର ବୋଲି ଜଣାପଡିଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ପଥର ଖସିଥିବା ଅନୁମାନ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।