ବୋହୂକୁ ଶ୍ୱଶୁରର ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ସେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଗତକାଲି ସକାଳ ପ୍ରାୟ ୧୧ଟା ବେଳେ ତାଙ୍କ ଶ୍ୱଶୁର ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ସେ ତାଙ୍କ କବଳରୁ ବଞ୍ଚିବାକୁ ଘର ବାହାରକୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ସେତିକି ବେଳେ ତାଙ୍କ ଶ୍ୱଶୁର ଏକ […]

rape,,,,,,

rape,,,,,,

Tapaswini Nayak
  • Published: Friday, 10 May 2019
  • Updated: 10 May 2019, 01:40 PM IST

Sports

Latest News

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ସେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ଗତକାଲି ସକାଳ ପ୍ରାୟ ୧୧ଟା ବେଳେ ତାଙ୍କ ଶ୍ୱଶୁର ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ସେ ତାଙ୍କ କବଳରୁ ବଞ୍ଚିବାକୁ ଘର ବାହାରକୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ସେତିକି ବେଳେ ତାଙ୍କ ଶ୍ୱଶୁର ଏକ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିଥିଲେ। ସେ ତାଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ଏହା ପରେ ତାଙ୍କ ସ୍ୱାମୀ,ଶାଶୂ ଓ ନଣନ୍ଦେଇ ତାଙ୍କୁ ଜୋରଜବରଦସ୍ତି ଟାଣି ନେଇ ଏକ ଘରେ ଭର୍ତ୍ତି କରି ଦେଇଥିଲେ। ସେମାନେ ସଂଘବଦ୍ଧ ଭାବେ ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ସେ ଜୋରରେ ପାଟି କରିବାରୁ ପାଖ ପଡ଼ୋଶୀ ଧାଇଁ ଆସିଥିଲେ। ସେମାନେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ବାହାଘରକୁ ୯ ବର୍ଷ ପୂରି ଯାଇଥିବା ବେଳେ ଏହା ପୂର୍ବରୁ ଯୌତୁକ ପାଇଁ ତାଙ୍କୁ ବହୁ ବାର ଶାଶୂ ଘର ଲୋକେ ମାରପିଟ କରିଛନ୍ତି। ଏନେଇ ତାଙ୍କ ବାପଘର ଲୋକେ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ତେବେ ସେମାନେ କାହାକୁ ଖାତିର ନ କରି ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story