ସ୍ତ୍ରୀ ସହ ସମ୍ପର୍କ ସନ୍ଦେହରେ ପଡ଼ୋଶୀ ଯୁବକଙ୍କୁ ମାରି ପୋତି ଦେଲା ସ୍ୱାମୀ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ପଡ଼ୋଶୀ ଘର ଯୁବକଙ୍କୁ ମାରି ଦେଲା ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମ ଗାଁରେ। ମୃତ ଯୁବକଙ୍କ ନାଁ ମାଧବ ନାୟକ। ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ରମେଶ ନାୟକଙ୍କୁ ଗିରଫ କରିଛି। ମାଧବଙ୍କୁ ମାରି ରମେଶ ମଳିଙ୍ଗି ଗାଁରେ ଏକ କାଜୁ ବଗିଚାରେ ପୋତି ଦେଇଥିଲେ। ଛଅ ଦିନ ତଳୁ ମାଧବଙ୍କ […]

deadbody

deadbody

Tapaswini Nayak
  • Published: Tuesday, 12 October 2021
  • Updated: 12 October 2021, 02:13 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ପଡ଼ୋଶୀ ଘର ଯୁବକଙ୍କୁ ମାରି ଦେଲା ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମ ଗାଁରେ। ମୃତ ଯୁବକଙ୍କ ନାଁ ମାଧବ ନାୟକ।

ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ରମେଶ ନାୟକଙ୍କୁ ଗିରଫ କରିଛି। ମାଧବଙ୍କୁ ମାରି ରମେଶ ମଳିଙ୍ଗି ଗାଁରେ ଏକ କାଜୁ ବଗିଚାରେ ପୋତି ଦେଇଥିଲେ।

ଛଅ ଦିନ ତଳୁ ମାଧବଙ୍କ ଖୋଜଖବର ନଥିଲା। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ସେମାନେ ଏନେଇ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ କରିଥିଲା। ତଦନ୍ତ ବେଳେ ପୁଲିସ୍ ଜାଣିବାକୁ ପାଇଥିଲା ଯେ ରମେଶ ସହିତ ମାଧବ କେଉଁଆଡ଼େ ବୁଲିବାକୁ ଯାଇଥିଲେ। ଏହା ପରେ ପୁଲିସ୍ ରମେଶକୁ ନେଇ ପଚରାଉଚରା କରିଥିଲା। ଏହି ସମୟରେ ସେ ସତ ଉଗାରିଥିଲେ। ସେ ମାଧକୁ ବୁଲି ଯିବାକୁ କହି ଡାକି ନେଇ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲେ ବୋଲି ପୁଲିସ୍ ନିକଟରେ କହିଥିବା ଜଣାପଡ଼ିଛି।

ରମେଶଙ୍କ ବୟାନ ଆଧାରରେ ପୁଲିସ୍ ମଳିଙ୍ଗିରୁ ମାଟିତଳୁ ମାଧବଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ୍‌। ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି ନା ନାହିଁ, ସେ ବିଷୟରେ ଜାଣିବାକୁ ଚେଷ୍ଟା କରୁଛି ପୁଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story