ଜେଜେ ମା’କୁ ତଣ୍ଟି ଚିପି ମାରିଦେଲା ନାତି

ବାଲିଗୁଡ଼ା (ଅଜିତ ଦାସ): ପୁଅବୋହୂଙ୍କ ମୃତ୍ୟୁ ପରେ ନାତିକୁ ପୁଅ ପରି ପାଳିଥିଲେ। ସବୁ ଅଳିଅଝଟ ସହି ତାକୁ ବଡ଼ କରିଥିଲେ। ହେଲେ ଶେଷରେ ସେହି ନାତି ତାଙ୍କ ଜୀବନ ନେଇଗଲା। ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତର କାମ୍ବାଗୁଡ଼ା ଗାଁରେ। ମୃତ ମହିଳାଙ୍କ ନାଁ ସରୋଜିନୀ ପ୍ରଧାନ। ତାଙ୍କ ନାତି ମନୋଜ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ମନୋଜ ତାଙ୍କ ଜେଜେ […]

murder

murder

Tapaswini Nayak
  • Published: Saturday, 22 January 2022
  • Updated: 22 January 2022, 04:20 PM IST

ବାଲିଗୁଡ଼ା (ଅଜିତ ଦାସ): ପୁଅବୋହୂଙ୍କ ମୃତ୍ୟୁ ପରେ ନାତିକୁ ପୁଅ ପରି ପାଳିଥିଲେ। ସବୁ ଅଳିଅଝଟ ସହି ତାକୁ ବଡ଼ କରିଥିଲେ। ହେଲେ ଶେଷରେ ସେହି ନାତି ତାଙ୍କ ଜୀବନ ନେଇଗଲା। ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତର କାମ୍ବାଗୁଡ଼ା ଗାଁରେ। ମୃତ ମହିଳାଙ୍କ ନାଁ ସରୋଜିନୀ ପ୍ରଧାନ। ତାଙ୍କ ନାତି ମନୋଜ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ମନୋଜ ତାଙ୍କ ଜେଜେ ମାଆ ସରୋଜିନୀଙ୍କୁ ଖାଇବାକୁ ମାଗିଥିଲା। କିନ୍ତୁ ଜେଜେ ମାଆ ଖାଇବାକୁ ନ ଦେବାରୁ ମନୋଜ ରାଗି ଯାଇଥିଲା। ଏକ ଗାମୁଛାରେ ସେ ତାଙ୍କ ଜେଜେ ମା’ଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିଲା।

ଆଜି ସକାଳେ ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ରାଇକିଆ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମନୋଜକୁ ଗିରଫ କରିଥିଲା। ଏହାସହ ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ମନୋଜର ମାନସିକ ବିକୃତି ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ତେବେ ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story