ଭାସିଯାଇଥିଲେ ବାପ-ପୁଅ, ମିଳିଲା ମୃତଦେହ

ଯାଜପୁର (ଗୁଲାମ ଗସ୍): ଗତକାଲି ବନ୍ୟା ଜଳରେ ଭାସିଯାଇଥିଲେ ବାପ-ପୁଅ। ଆଜି ସକାଳେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବଳିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁରେ। ମୃତକ ଦ୍ୱୟ ହେଲେ କିଶୋର ସିଂ ଓ ତାଙ୍କ  ପୁଅ କୈଳାସ। ଗତକାଲି  କିଶୋର ପଡ଼ୋଶୀ ଗାଁରୁ ନିଜ ଗାଈ ଧରି ଘରକୁ ଫେରୁଥିଲେ। ତେବେ ଘରଠାରୁ ଅଳ୍ପ ଦୂରରେ ରାସ୍ତା ଉପରେ ପ୍ରବାହିତ ହେଉଥିବା ବନ୍ୟା ଜଳରେ […]

Flood Water

Flood Water

Tapaswini Nayak
  • Published: Thursday, 16 September 2021
  • Updated: 16 September 2021, 10:12 AM IST

ଯାଜପୁର (ଗୁଲାମ ଗସ୍): ଗତକାଲି ବନ୍ୟା ଜଳରେ ଭାସିଯାଇଥିଲେ ବାପ-ପୁଅ। ଆଜି ସକାଳେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବଳିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁରେ। ମୃତକ ଦ୍ୱୟ ହେଲେ କିଶୋର ସିଂ ଓ ତାଙ୍କ  ପୁଅ କୈଳାସ।

ଗତକାଲି  କିଶୋର ପଡ଼ୋଶୀ ଗାଁରୁ ନିଜ ଗାଈ ଧରି ଘରକୁ ଫେରୁଥିଲେ। ତେବେ ଘରଠାରୁ ଅଳ୍ପ ଦୂରରେ ରାସ୍ତା ଉପରେ ପ୍ରବାହିତ ହେଉଥିବା ବନ୍ୟା ଜଳରେ ସେ ଭାସି ଯାଇଥିଲେ। ନିଜ ଘର ଛାତ ଉପରୁ ଥାଇ ପୁଅ କୈଳାସ ବାପା ଭାସି ଯାଉଥିବା ଦେଖି ମା’ଙ୍କୁ ଡାକ ପକାଇଥିଲେ।  ପରେ ବାପାଙ୍କୁ ଉଦ୍ଧାର କରିବା ପାଇଁ ଧାଇଁ ଯାଇଥିଲେ। ତେବେ ସେ ମଧ୍ୟ ଗାଈ ସହ ଭାସି ଯାଇଥିଲେ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବାପ-ପୁଅଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା। ଆଜି ସକାଳେ ଗଙ୍ଗାଧରପୁର ସ୍କୁଲ ନିକଟରେ ଉଭୟଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ। ପରେ ଲୋକଙ୍କ ସହାୟତାରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story