ଚାକିରି ଦେବାକୁ କହି କୋଟିଏ ଟଙ୍କା ଠକି ନେଲେ

ଫୁଲବାଣୀ(ତ୍ରିନାଥ ସାହୁ): ନିଜକୁ ସରକାରୀ କର୍ମଚାରୀ ପରିଚୟ ଦେଇ ଚାକିରି ଦେବା ବାହାନାରେ ଲୋକଙ୍କଠାରୁ ଟଙ୍କା ଆଦାୟ କରିବା ଅଭିଯୋଗରେ ପୁଲିସ୍‌ ଜଣେ ଯୁବକକୁ ଗିରଫ କରିଛି। ତା’ ନାଁ ରୋହିତ ବେହେରା। ତା’ ନିକଟରୁ ପୁଲିସ୍ ୮୧ହଜାର ଟଙ୍କା, ୪ଟି ମୋବାଇଲ, ୭ଟି ଏଟିଏମ୍, ୫ଟି ପାସବୁକ୍ ଓ ୧୫ଟି ସିଲ୍‌ ସହ ଅନେକ ଜାଲି କାଗଜପତ୍ର ଜବତ କରିଛି। ରୋହିତ ନିଜକୁ ସରକାରୀ କର୍ମଚାରୀ ପରିଚୟ ଦେଇ ଚାକିରି ଦେବା ବାହାନାରେ ଲୋକଙ୍କଠାରୁ ଲକ୍ଷ […]

999

999

Tapaswini Nayak
  • Published: Saturday, 19 October 2019
  • Updated: 19 October 2019, 12:10 PM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ନିଜକୁ ସରକାରୀ କର୍ମଚାରୀ ପରିଚୟ ଦେଇ ଚାକିରି ଦେବା ବାହାନାରେ ଲୋକଙ୍କଠାରୁ ଟଙ୍କା ଆଦାୟ କରିବା ଅଭିଯୋଗରେ ପୁଲିସ୍‌ ଜଣେ ଯୁବକକୁ ଗିରଫ କରିଛି। ତା’ ନାଁ ରୋହିତ ବେହେରା। ତା’ ନିକଟରୁ ପୁଲିସ୍ ୮୧ହଜାର ଟଙ୍କା, ୪ଟି ମୋବାଇଲ, ୭ଟି ଏଟିଏମ୍, ୫ଟି ପାସବୁକ୍ ଓ ୧୫ଟି ସିଲ୍‌ ସହ ଅନେକ ଜାଲି କାଗଜପତ୍ର ଜବତ କରିଛି।

ରୋହିତ ନିଜକୁ ସରକାରୀ କର୍ମଚାରୀ ପରିଚୟ ଦେଇ ଚାକିରି ଦେବା ବାହାନାରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲା। ଏନେଇ କିଛି ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ କରି ଗୁରୁବାର ରାତିରେ ରୋହିତକୁ ଗିରଫ କରିଥିଲା।

କନ୍ଧମାଳ ଏସ୍‌ପି ପ୍ରତୀକ ସିଂ କହିଛନ୍ତି,“ ରୋହିତ ୨୦୦୮ ମସିହାରୁ ସରକାରୀ କର୍ମଚାରୀ ପରିଚୟ ଦେଇ ଚାକିରି କରାଇ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଥିଲା। ସେ ପ୍ରାୟ ଏକ କୋଟି ଟଙ୍କା ଠକେଇ କରିଛି।”

ରୋହିତଙ୍କ ସ୍ତ୍ରୀ ଜୟନ୍ତି ବେହେରା କହିଛନ୍ତି,‘‘ ମୋ ସ୍ୱାମୀକୁ ପୁଲିସ୍ ରାତି ଅଧିଆ ଘରୁ ଉଠାଇ ନେଇ ମାଡ଼ ମାରିଛି। ସେ ମେଡିକାଲର ଅଛନ୍ତି। ଏନେଇ ମୁଁ  ଗତକାଲି ଏସ୍‌ପିଙ୍କୁ ଭେଟିଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story