ଟ୍ୟୁସନ୍‌ରୁ ଫେରିଲା ବେଳେ ନାବାଳିକାଙ୍କୁ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଟ୍ୟୁସନ୍‌ରୁ ଫେରିଲା ବେଳେ ଜଣେ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅର୍ନ୍ତଗତ ଛତାବରରେ। ଏହି ଘଟଣାରେ କଙ୍କରଖୋଲ ଗାଁର ଶୁଭମ ବାଦୀ ଓ ଚିନ୍ମୟ ରଞ୍ଜନ ବାଦୀଙ୍କୁ  ପୁଲିସ ଗିରଫ କରିଛି। ସୂଚନାଅନୁସାରେ, ନାବାଳିକା ଜଣକ ତାଙ୍କ ବଡ଼ ବାପାଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ ପ୍ରତିଦିନ ସନ୍ଧ୍ୟା ସମୟରେ ଟ୍ୟୁସନ୍ ସାରି ଛତାବରରୁ […]

Rape Graphics

Rape Graphics

Tapaswini Nayak
  • Published: Friday, 24 September 2021
  • Updated: 24 September 2021, 02:13 PM IST

Sports

Latest News

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଟ୍ୟୁସନ୍‌ରୁ ଫେରିଲା ବେଳେ ଜଣେ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅର୍ନ୍ତଗତ ଛତାବରରେ। ଏହି ଘଟଣାରେ କଙ୍କରଖୋଲ ଗାଁର ଶୁଭମ ବାଦୀ ଓ ଚିନ୍ମୟ ରଞ୍ଜନ ବାଦୀଙ୍କୁ  ପୁଲିସ ଗିରଫ କରିଛି।

ସୂଚନାଅନୁସାରେ, ନାବାଳିକା ଜଣକ ତାଙ୍କ ବଡ଼ ବାପାଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ ପ୍ରତିଦିନ ସନ୍ଧ୍ୟା ସମୟରେ ଟ୍ୟୁସନ୍ ସାରି ଛତାବରରୁ ସାଇକେଲ ଯୋଗେ ଘରକୁ ଫେରିଥାଆନ୍ତି। ଗତକାଲି ମଧ୍ୟ ଛାତ୍ରୀ ଜଣଙ୍କ ସନ୍ଧ୍ୟା ୭ ଟାସମୟରେ ଛତାବରରୁ ଟ୍ୟୁସନ ସାରି ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ଶୁଭମ ଓ ଚିନ୍ମୟ ନାବାଳିକାଙ୍କୁ କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏନେଇ ପୀଡିତା ଘରେ ଜଣାଇବା ପରେ ପରିବାର ପକ୍ଷରୁ ରିଆମାଳ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଗତକାଲି ରାତିରେ ଅଭିଯୁକ୍ତ ଶୁଭମ ଓ ଚିନ୍ମୟଙ୍କୁ ଗିରଫ କରିଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story