ଦୋକାନକୁ ଯାଇ ଘରକୁ ଫେରିଲାନି ଝିଅ

ଜୟପୁର (ଟି. ଗୌରିଶଙ୍କର): ଦୋକାନକୁ ଯିବାକୁ କହି ଘରୁ ବାହାରି ଯାଇଥିଲେ।  ହେଲେ ଆଉ ଘରକୁ ଫେରି ନ ଥିଲେ।  ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ଜୟପୁରର ଜଗନ୍ନାଥ ସାଗରରୁ ଏହି ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତ ନାବାଳିକା ଜଣକ ହେଲେ ସହରର ଜୟନଗରର ଗୌଡ଼ସାହି ନିବାସୀ ସୁନଧାର ନାୟକଙ୍କ ଝିଅ। ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ନାବାଳିକା ଜଣଙ୍କ […]

DeadBody

DeadBody

Tapaswini Nayak
  • Published: Monday, 06 September 2021
  • Updated: 06 September 2021, 02:20 PM IST

Sports

Latest News

ଜୟପୁର (ଟି. ଗୌରିଶଙ୍କର): ଦୋକାନକୁ ଯିବାକୁ କହି ଘରୁ ବାହାରି ଯାଇଥିଲେ।  ହେଲେ ଆଉ ଘରକୁ ଫେରି ନ ଥିଲେ।  ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ଜୟପୁରର ଜଗନ୍ନାଥ ସାଗରରୁ ଏହି ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତ ନାବାଳିକା ଜଣକ ହେଲେ ସହରର ଜୟନଗରର ଗୌଡ଼ସାହି ନିବାସୀ ସୁନଧାର ନାୟକଙ୍କ ଝିଅ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ନାବାଳିକା ଜଣଙ୍କ ଦୋକାନକୁ ଯାଉଛି କହି ଘରୁ ବାହାରି ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ରାତି ହେବାରୁ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ପାଇ ନ ଥିଲେ। ଆଜି ସକାଳେ ନାବାଳିକାଙ୍କ ମୃତଦେହ ଜଗନ୍ନାଥ ସାଗରରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନାବାଳିକାର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ନାବାଳିକାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ପ୍ରେମଜନିତ କାରଣରୁ ନାବାଳିକା ଜଣଙ୍କ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣାର ତଦନ୍ତ ହେଲେ ନାବାଳିକାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି  ଜୟପୁର ଟାଉନ୍ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story