ଅନଲାଇନ୍‌ କ୍ଲାସ୍‌ କରିବାକୁ ପାହାଡ଼ ଚଢ଼ିଥିଲେ ନାବାଳକ, ହଠାତ୍‌ ଖସିଗଲା ଗୋଡ଼

ଗୁଣୁପୁର(ଇନ୍ଦ୍ରଜିତ ପଣ୍ଡା): ମନରେ ଥିଲା ପାଠ ପଢ଼ିବା ଲାଗି ଅସୁମାରୀ ଇଚ୍ଛା। ପ୍ରତିକୂଳ ପରିସ୍ଥିତିର ସାମନା କରି ବି ପାଠ ପଢ଼ାରୁ ଓହରି ନ ଥିଲେ ୧୩ ବର୍ଷର ନାବାଳକ। ୨ ବର୍ଷ ହେବ କରୋନା ଯୋଗୁ କ୍ଲାସ୍‌ ବନ୍ଦ ଥିବାରୁ ଅନ୍‌ଲାଇନ୍‌ରେ ଚାଲିଥିଲା ପାଠପଢ଼ା। ହେଲେ ବିଧିର ବିଧାନ ଥିଲା ଅଲଗା। ବଣ ପାହାଡ଼ ଘେରା ଅଞ୍ଚଳରେ ରହୁଥିବା ଜଣେ ନାବାଳକ ପାଠ ପଢ଼ିବା ପାଇଁ ପାହାଡ଼ ଚଢ଼ିଥିବା ବେଳେ ହଠାତ୍‌ ଖସି ପଡ଼ିଲେ। ଆଉ […]

minor boy

minor boy

Niharika Rout
  • Published: Wednesday, 18 August 2021
  • Updated: 18 August 2021, 01:03 PM IST

Sports

Latest News

ଗୁଣୁପୁର(ଇନ୍ଦ୍ରଜିତ ପଣ୍ଡା): ମନରେ ଥିଲା ପାଠ ପଢ଼ିବା ଲାଗି ଅସୁମାରୀ ଇଚ୍ଛା। ପ୍ରତିକୂଳ ପରିସ୍ଥିତିର ସାମନା କରି ବି ପାଠ ପଢ଼ାରୁ ଓହରି ନ ଥିଲେ ୧୩ ବର୍ଷର ନାବାଳକ। ୨ ବର୍ଷ ହେବ କରୋନା ଯୋଗୁ କ୍ଲାସ୍‌ ବନ୍ଦ ଥିବାରୁ ଅନ୍‌ଲାଇନ୍‌ରେ ଚାଲିଥିଲା ପାଠପଢ଼ା। ହେଲେ ବିଧିର ବିଧାନ ଥିଲା ଅଲଗା।

ବଣ ପାହାଡ଼ ଘେରା ଅଞ୍ଚଳରେ ରହୁଥିବା ଜଣେ ନାବାଳକ ପାଠ ପଢ଼ିବା ପାଇଁ ପାହାଡ଼ ଚଢ଼ିଥିବା ବେଳେ ହଠାତ୍‌ ଖସି ପଡ଼ିଲେ। ଆଉ ଫୁଟିବା ଆଗରୁ ଝଡ଼ିଗଲା ବଣ ମଲ୍ଲୀ। ପୁଅର ଏପରି ଆକସ୍ମିତ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ। ଏପରି ହୃଦୟ ବିଦାରକ ଘଟଣା ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକ୍ ପାଣ୍ଡ୍ରାଗୁଡା ଗାଁରେ ଘଟି ଯାଇଛି। ମୃତକ ହେଲେ ୧୩ ବର୍ଷୀୟ ଆନ୍ଦ୍ରିୟ ଜାଗାରାଙ୍ଗ।

[caption id="attachment_667923" align="aligncenter" width="650"]death ମୃତ ନାବାଳକଙ୍କ ନିକଟରେ ଶୋକାକୂଳ ପରିବାର ଲୋକ ।[/caption]

ସୂଚନା ଅନୁଯାୟୀ, ଆନ୍ଦ୍ରିୟ କଟକର ଏକ ମିଶନାରୀ ସ୍କୁଲ୍ ରେ ନାମ ଲେଖାଇଥିଲେ। ହେଲେ କରୋନା ମହାମାରୀ ଯୋଗୁ  ପ୍ରାୟ ୨ ବର୍ଷ ହେବ ଗାଁରେ ରହି ପାଠ ପଢ଼ୁଥିଲେ। ଗାଁକୁ ନେଟୱର୍କ ଆସୁନଥିବା ଯୋଗୁଁ ଆଜି ନାବାଳକ ଜଣଙ୍କ ମୋବାଇଲ୍ ଧରି ଗାଁ ନିକଟରେ ଥିବା ପାହାଡ ଉପରେ ଚଢ଼ିଥିଲେ। ହେଲେ ପୂର୍ବରୁ ବର୍ଷା ହୋଇଥିବା ଯୋଗୁଁ ପଥରରେ ପାଦ ଖସି ଯାଇଥିଲା। ଫଳରେ ନାବାଳକଜଣଙ୍କ ପାହାଡ଼ ଉପରୁ ଖସି ପଡ଼ିଥିଲେ।

ତାଙ୍କ ଗୋଡ଼ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଆହତ ନାବାଳକକୁ ପଦ୍ମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story