ମାନବିକତାର ହତ୍ୟା: ଗାଁ ଦାଣ୍ଡରେ ଯୁବତୀଙ୍କୁ ଉଲଗ୍ନ କଲେ ଯୁବକ

ଆଳି: ଯୁଗ ବଦଳୁଛି, ଏହାସହ ତାଳ ଦେଇ ଆମର ଆଚାର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଘଟୁଛି। ନିଜ ବୁଦ୍ଧି ଓ ବିଚାରଶକ୍ତି ବଳରେ ମଣିଷ କଠିନରୁ କଠିନ କାମରେ ବିଜୟ ହାସଲ କରୁଛି। ହେଲେ ଏହି ଶିକ୍ଷିତ ସମାଜରେ ବହୁ ସମୟରେ ଏପରି ଘଟଣା ଘଟୁଛି ଯାହା ମାନବିକତାର ସ୍ଥିତିକୁ ନେଇ ପ୍ରଶ୍ନ ଛିଡା କରୁଛି। ଏପରି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ। ସବୁ ମାନବିକତାକୁ ଭୁଲି ଜଣେ ବିଶୃଙ୍ଖଳିତ ଯୁବକ ଗାଁ ଦାଣ୍ଡରେ ଜଣେ […]

ali

ali

Rakesh Mallick
  • Published: Monday, 17 April 2017
  • Updated: 17 April 2017, 10:08 PM IST

Sports

Latest News

ଆଳି: ଯୁଗ ବଦଳୁଛି, ଏହାସହ ତାଳ ଦେଇ ଆମର ଆଚାର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଘଟୁଛି। ନିଜ ବୁଦ୍ଧି ଓ ବିଚାରଶକ୍ତି ବଳରେ ମଣିଷ କଠିନରୁ କଠିନ କାମରେ ବିଜୟ ହାସଲ କରୁଛି। ହେଲେ ଏହି ଶିକ୍ଷିତ ସମାଜରେ ବହୁ ସମୟରେ ଏପରି ଘଟଣା ଘଟୁଛି ଯାହା ମାନବିକତାର ସ୍ଥିତିକୁ ନେଇ ପ୍ରଶ୍ନ ଛିଡା କରୁଛି। ଏପରି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ। ସବୁ ମାନବିକତାକୁ ଭୁଲି ଜଣେ ବିଶୃଙ୍ଖଳିତ ଯୁବକ ଗାଁ ଦାଣ୍ଡରେ ଜଣେ ଯୁବତୀଙ୍କୁ ଉଲଗ୍ନ କରିଛନ୍ତି।

ଆଳି ଥାନା ଲୋକାପଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଗତକାଲି ସନ୍ଧ୍ୟାରେ ସରୋଜ ଦାସ ନାମକ ଜଣେ ଯୁକବ ଗାଁର ଜଣେ ଯୁବତୀଙ୍କ ଘର ଆଗରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଯୁବତୀ ଓ ତାଙ୍କ ମାଆ ଏହାର ପ୍ରତିବାଦ କରିବାରୁ ସରୋଜ ଯୁବତୀଙ୍କୁ ମାଡ ମାରିବା ସହ ଗାଁ ଦାଣ୍ଡରେ ଉଲଗ୍ନ କରିଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକେ ଏନେଇ ଆଳି ଥାନାକୁ ଜଣାଇବା ପରେ ପୋଲିସ ଗାଁରେ ପହଞ୍ଚି ସରୋଜଙ୍କୁ ଗିରଫ କରିଛି। ଏନେଇ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story