ମା’ ମାନସିକ ପୂରଣ କଲାନି ବୋଲି...

ଘଟଗାଁ(ପ୍ରଣୟ ପାଣି): ଘଟଗାଁ ମା’ ତାରିଣୀଙ୍କୁ ମନକଥା କହିଥିଲେ। ହେଲେ ଦୁର୍ଭଗ୍ୟକୁ ମନ କଥା ଶୁଣିଲାନି ମା’। ଆଉ ଏହାକୁ ନେଇ ବିଗିଡିଗଲେ ତଥାକଥିତ ଭକ୍ତ। କାଟିଦେଲେ ନିଜ ଜିଭ। ଏମିତି ଘଟଣା ଜଣାପଡିବା ପରେ ଭକ୍ତ ଜଣଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତର ଯୁବକଙ୍କ ଜିଭ ସିଲେଇ କରିଛନ୍ତି। ଏହି ଘଟଣା ଆଜି କେନ୍ଦୁଝର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭକ୍ତ ଜଣକ ମା’ଙ୍କ ପୂଜକ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ମା’ଙ୍କ ପୂଜା […]

ji

ji

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 05:21 PM IST

Sports

Latest News

ଘଟଗାଁ(ପ୍ରଣୟ ପାଣି): ଘଟଗାଁ ମା’ ତାରିଣୀଙ୍କୁ ମନକଥା କହିଥିଲେ। ହେଲେ ଦୁର୍ଭଗ୍ୟକୁ ମନ କଥା ଶୁଣିଲାନି ମା’। ଆଉ ଏହାକୁ ନେଇ ବିଗିଡିଗଲେ ତଥାକଥିତ ଭକ୍ତ। କାଟିଦେଲେ ନିଜ ଜିଭ। ଏମିତି ଘଟଣା ଜଣାପଡିବା ପରେ ଭକ୍ତ ଜଣଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତର ଯୁବକଙ୍କ ଜିଭ ସିଲେଇ କରିଛନ୍ତି। ଏହି ଘଟଣା ଆଜି କେନ୍ଦୁଝର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଭକ୍ତ ଜଣକ ମା’ଙ୍କ ପୂଜକ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ମା’ଙ୍କ ପୂଜା ପାଇଁ କେନ୍ଦୁଝର ଓ ଘଟଗାଁରେ ପୃଥକ୍‌ ଭାବେ ପୂଜକ ରହିଛନ୍ତି। ଶନିବାର କେନ୍ଦୁଝରରେ ରହୁଥିବା ପୂଜକ କାଳନ୍ଦୀ ଚରଣ ଦେହୁରୀ(୩୦) ଘଟଗାଁ ଆସିଥିଲେ। ସେ ଏକୁଟିଆ ଏଠାକୁ ଆସିଥିବା ବେଳେ ସକାଳ ପହରୁ ଭାରି ଉଦାସ ଥିଲେ। ଶେଷରେ ପୂର୍ବାହ୍ନରେ ଏକ ଧାରୁଆ ବ୍ଲେଡରେ ନିଜ ଜିଭ କାଟି ପକାଇଥିଲେ। ମନ୍ଦିର କର୍ମଚାରୀ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସୂଚନାଯୋଗ୍ୟ, ଭକ୍ତିଭାବ ଓ ଶ୍ରଦ୍ଧା ମଣିଷକୁ ସବୁବେଳେ ଭଲ ଦିଗ ଦେଖାଇଥାଏ। ଠାକୁରଙ୍କ ପ୍ରତି ସମର୍ପଣ ରହିବା ନିହାତି ଗୋଟିଏ ଭଲ କଥା। କିନ୍ତୁ ଅଯଥା ଅନ୍ଧବିଶ୍ୱାସ ଯୋଗୁ ଏଭଳି ବିଚିତ୍ର ଘଟଣାମାନ ଘଟିବା ଦୁଭାଗ୍ୟପୂର୍ଣ୍ଣ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରକାଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story