କୋର୍ଟରେ ଓକିଲଙ୍କୁ ପିଟିଲେ କଏଦୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କୋର୍ଟ ପରିସରରେ ବିଚାରାଧୀନ କଏଦୀଙ୍କ ଉନ୍ମତ୍ତକାଣ୍ଡ। କୋର୍ଟ ଭିତରେ ଓକିଲଙ୍କୁ ଗାଳିଗୁଲଜ କରିବା ସହିତ ମାରପିଟ ମଧ୍ୟ କଲେ। ଆକ୍ରମଣକାରୀ କଏଦୀଙ୍କ ନାଁ ଜିତେନ୍ଦ୍ର ବିଶ୍ୱାଳ। ଏକ ଦୁଷ୍କର୍ମ ମାମଲାରେ ଗିରଫ ଜିତେନ୍ଦ୍ରଙ୍କୁ ଆଜି ଜେଲରୁ କୋର୍ଟକୁ ଅଣାଯାଇଥିବା ବେଳେ ଘଟିଥିଲା ଏହି ଘଟଣା। ସେ କୋର୍ଟରେ ତାଙ୍କ ପକ୍ଷରୁ ଲଢ଼ୁଥିବା ଓକିଲଙ୍କୁ ହିଁ ଆକ୍ରମଣ କରିଥିଲେ। ପୋଲିସ୍ ଜିତେନ୍ଦ୍ରଙ୍କୁ କାବୁ କରିଥିଲା। ପରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। […]

ppp

ppp

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 05:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କୋର୍ଟ ପରିସରରେ ବିଚାରାଧୀନ କଏଦୀଙ୍କ ଉନ୍ମତ୍ତକାଣ୍ଡ। କୋର୍ଟ ଭିତରେ ଓକିଲଙ୍କୁ ଗାଳିଗୁଲଜ କରିବା ସହିତ ମାରପିଟ ମଧ୍ୟ କଲେ। ଆକ୍ରମଣକାରୀ କଏଦୀଙ୍କ ନାଁ ଜିତେନ୍ଦ୍ର ବିଶ୍ୱାଳ।

ଏକ ଦୁଷ୍କର୍ମ ମାମଲାରେ ଗିରଫ ଜିତେନ୍ଦ୍ରଙ୍କୁ ଆଜି ଜେଲରୁ କୋର୍ଟକୁ ଅଣାଯାଇଥିବା ବେଳେ ଘଟିଥିଲା ଏହି ଘଟଣା। ସେ କୋର୍ଟରେ ତାଙ୍କ ପକ୍ଷରୁ ଲଢ଼ୁଥିବା ଓକିଲଙ୍କୁ ହିଁ ଆକ୍ରମଣ କରିଥିଲେ। ପୋଲିସ୍ ଜିତେନ୍ଦ୍ରଙ୍କୁ କାବୁ କରିଥିଲା। ପରେ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା।

ଅଭିଯୁକ୍ତ କାହିଁକି ତାଙ୍କ ଓକିଲଙ୍କୁ ପିଟିଲେ ତାହା ଜଣାପଡ଼ିନାହିଁ। ତେବେ ଶୁଣିବାକୁ ମିଳିଛି ସେ ଟିକେ ଆଡ଼ବାୟା ସ୍ୱଭାବର।

ସୂଚନାଯୋଗ୍ୟ, କିଛି ଦିନ ତଳେ ସମ୍ବଲପୁରରେ ଫାମିଲି କୋର୍ଟରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଖଣ୍ଡାରେ ଭୁସି ହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story