ରାଉରକେଲା (ଓଡ଼ିଶା ରିପୋର୍ଟର): ରାଞ୍ଚର ଜଣେ ସୁପାରୀ କିଲରକୁ ଧରିଛି ରାଉରକେଲା ପ୍ଲାଣ୍ଟ ସାଇଡ ପୋଲିସ। ରାଉରକେଲାରୁ ତାକୁ ଗିରଫ କରାଯାଇଛି। ଗିରଫ ସୁପାରୀ କିଲର୍ ନାଁ ଫିରୋଜ ଖାଁ।
ଫିରୋଜଙ୍କ ନାଁରେ ଏକାଧିକ ମାମଲା ରହିଛି । ଫିରୋଜ ଦୀର୍ଘଦିନହେବ ରାଉରକେଲାରେ ଲୁଚି ରହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।