ରାସନକାର୍ଡ ପାଇଁ ଜୀବନ ହାରିଲେ ମହିଳା!

ତେଲକୋଇ (ଚିନ୍ମୟ କୁମାର ସାହୁ): ରାସନ କାର୍ଡ ହଜିଯିବାକୁ ନେଇ ସ୍ୱାମୀଙ୍କ ସହ ଝଗଡ଼ାରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଉ ସାତ ଦିନ ପରେ ଗାଁ ପାଖ ଜଙ୍ଗଲରୁ ତାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଗାଁରେ। ମୃତ ମହିଳାଙ୍କ ନାଁ ଗୁରୁବାରି ମୁଣ୍ଡା। ତାଙ୍କ ସ୍ୱାମୀଙ୍କ ନାଁ ଶଙ୍କର ମୁଣ୍ଡା। ସୂଚନା ଅନୁଯାୟୀ, ଗତ ସୋମବାର ଗୁରୁବାରି ପିଡିଏସ […]

DeadBody

DeadBody

Tapaswini Nayak
  • Published: Monday, 29 November 2021
  • Updated: 29 November 2021, 02:12 PM IST

Sports

Latest News

ତେଲକୋଇ (ଚିନ୍ମୟ କୁମାର ସାହୁ): ରାସନ କାର୍ଡ ହଜିଯିବାକୁ ନେଇ ସ୍ୱାମୀଙ୍କ ସହ ଝଗଡ଼ାରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଉ ସାତ ଦିନ ପରେ ଗାଁ ପାଖ ଜଙ୍ଗଲରୁ ତାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଗାଁରେ। ମୃତ ମହିଳାଙ୍କ ନାଁ ଗୁରୁବାରି ମୁଣ୍ଡା। ତାଙ୍କ ସ୍ୱାମୀଙ୍କ ନାଁ ଶଙ୍କର ମୁଣ୍ଡା।

ସୂଚନା ଅନୁଯାୟୀ, ଗତ ସୋମବାର ଗୁରୁବାରି ପିଡିଏସ ଚାଉଳ ଆଣିବାକୁ ଯାଇଥିବା ବେଳେ ରାସନକାର୍ଡଟିକୁ କେଉଁଠି ହଜାଇ ଦେଇଥିଲେ। ରାସନ କାର୍ଡ ହଜିବାକୁ ନେଇ ଉଭୟ ସ୍ୱାମୀଙ୍କ ସହିତ ତାଙ୍କର ବହୁତ ପାଟିତୁଣ୍ଡ ହୋଇଥିଲା। ତା’ ପରଦିନ ଶଙ୍କର କାମକୁ ଯିବା ପରେ ଗୁରୁବାରି ଘରୁ କେଉଁଆଡ଼େ ପଳାଇ ଯାଇଥିଲେ।  ଶଙ୍କର ଘରକୁ ଫେରି ଗୁରୁବାରିଙ୍କୁ ବହୁତ ଖୋଜି ଖୋଜି କରିଥିଲେ। ହେଲେ ପାଇ ନଥିଲେ। ଗୁରୁବାରି ରାଗି ତାଙ୍କ ବାପଘରକୁ ପଳାଇଯାଇଥିବା ବୋଲି ଭାବି ଶଙ୍କର ଚୁପ୍ ବସି ଯାଇଥିଲେ।

ଗତକାଲି ଜଗମୋହନପୁର ଗାଁଠୁ କିଛି ଦୂରରେ ଥିବା ନମହୁଳି ଜଙ୍ଗଲରେ ଏକ ଗଛରେ ଗୁରୁବାରିଙ୍କ ଝୁଲନ୍ତା ମୃତଦେହ କିଛି ଗ୍ରାମବାସୀ ଦେଖିଥିଲେ। ଏନେଇ ସେମାନେ ତାଙ୍କ ପରିବାର ଲୋକଙ୍କ ସହିତ ପୁଲିସକୁ ଖବର ଦେଇଥିଲେ।

ରାସନ କାର୍ଡକୁ ନେଇ ଝଗଡ଼ା ହେବାପରେ ଗୁରୁବାରି ଆତ୍ମହତ୍ୟା କରିଛି ବୋଲି ଶଙ୍କର ପୁଲିସ ନିକଟରେ କହିଛି। ତେବେ ପୁଲିସ  ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story