ବ୍ରିଜ୍ ଉପରେ ଗାଡ଼ି ରଖି କୁଆଖାଇ ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଦେଇ ଯାଇଥିବା କୁଆଖାଇ ନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଛନ୍ତି। ବ୍ରିଜ୍ ଉପରେ ଗାଡ଼ି ରଖି ସେ ନଦୀକୁ ଡେଇଁ ପଡ଼ିଥିଲେ। ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଖୋଜୁଛନ୍ତି। ଯୁବତୀଙ୍କ ପରିଚୟ ଜଣାପଡ଼ିନି। ତେବେ ଯୁବତୀ ଜଣକ କିଏ, ସେ କାହିଁକି ଏପରି ପଦକ୍ଷେପ ନେଲେ, କିଏ ଏଥିପାଇଁ ତାଙ୍କୁ ବାଧ୍ୟ କରିଛି ନା ସେ ନିଜକୁ ନିଜେ ନଦୀକୁ ଡେଇଁ ପଡ଼ିଲେ ତାହା ସ୍ପଷ୍ଟ ହୋଇନି। ସେ ଆତ୍ମହତ୍ୟା କରିବାକୁ […]

888

888

Rakesh Mallick
  • Published: Monday, 23 July 2018
  • Updated: 23 July 2018, 02:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଦେଇ ଯାଇଥିବା କୁଆଖାଇ ନଦୀକୁ ଜଣେ ଯୁବତୀ ଡେଇଁ ପଡ଼ିଛନ୍ତି। ବ୍ରିଜ୍ ଉପରେ ଗାଡ଼ି ରଖି ସେ ନଦୀକୁ ଡେଇଁ ପଡ଼ିଥିଲେ। ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଖୋଜୁଛନ୍ତି। ଯୁବତୀଙ୍କ ପରିଚୟ ଜଣାପଡ଼ିନି। ତେବେ ଯୁବତୀ ଜଣକ କିଏ, ସେ କାହିଁକି ଏପରି ପଦକ୍ଷେପ ନେଲେ, କିଏ ଏଥିପାଇଁ ତାଙ୍କୁ ବାଧ୍ୟ କରିଛି ନା ସେ ନିଜକୁ ନିଜେ ନଦୀକୁ ଡେଇଁ ପଡ଼ିଲେ ତାହା ସ୍ପଷ୍ଟ ହୋଇନି। ସେ ଆତ୍ମହତ୍ୟା କରିବାକୁ ଏପରି କରିଛନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ଯୁବତୀଙ୍କୁ ଉଦ୍ଧାର ପରେ ହିଁ ସେ ସବୁ ସ୍ପଷ୍ଟ ହୋଇପାରେ। ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story