‘ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି ହେଲେ ରାଜ୍ୟରେ ମ୍ୟାନେଜମେଣ୍ଟ ଶିକ୍ଷାର ବିକାଶ ହେବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ସ୍ୱଗତ କଲେ ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ ଏଜୁକେସନ୍‌ (ଏଆଇସିଟିଇ) ଉପାଧ୍ୟକ୍ଷ ଏମ୍.ପି.ପୁନିଆ। ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ମ୍ୟାନେଜମେଣ୍ଟ କଲେଜ ଆସୋସିଏସନ୍‌ର ସମ୍ମିଳନୀରେ ଯୋଗଦେଇ ସେ କହିଛନ୍ତି-“ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି ହେଲେ ରାଜ୍ୟରେ ମ୍ୟାନେଜମେଣ୍ଟ ଶିକ୍ଷାର ଅଧିକ ବିକାଶ ହୋଇପାରିବ। ବର୍ତ୍ତମାନ ନିଯୁକ୍ତି ସୁଯୋଗ ନଥିବାରୁ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସିଟ୍ ବଳକା ପଡୁଛି। ସେଥିପାଇଁ ସିଲାବସ୍ ଓ କ୍ୟାମ୍ପସ କ୍ଷେତ୍ରରେ ସଂସ୍କାର ଆଣାଯାଉଛି। ଏଆଇସିଟିଇ […]

aicte-vice-president-welcomed-nta

aicte-vice-president-welcomed-nta

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 07:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ସ୍ୱଗତ କଲେ ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ ଏଜୁକେସନ୍‌ (ଏଆଇସିଟିଇ) ଉପାଧ୍ୟକ୍ଷ ଏମ୍.ପି.ପୁନିଆ। ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ମ୍ୟାନେଜମେଣ୍ଟ କଲେଜ ଆସୋସିଏସନ୍‌ର ସମ୍ମିଳନୀରେ ଯୋଗଦେଇ ସେ କହିଛନ୍ତି-“ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି ହେଲେ ରାଜ୍ୟରେ ମ୍ୟାନେଜମେଣ୍ଟ ଶିକ୍ଷାର ଅଧିକ ବିକାଶ ହୋଇପାରିବ। ବର୍ତ୍ତମାନ ନିଯୁକ୍ତି ସୁଯୋଗ ନଥିବାରୁ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସିଟ୍ ବଳକା ପଡୁଛି। ସେଥିପାଇଁ ସିଲାବସ୍ ଓ କ୍ୟାମ୍ପସ କ୍ଷେତ୍ରରେ ସଂସ୍କାର ଆଣାଯାଉଛି। ଏଆଇସିଟିଇ ଇଞ୍ଜିନିୟରିଂ କଲେଜ ଗୁଡିକର ବିଭିନ୍ନ ଟ୍ରେଡ଼୍‌ରେ ଲଗାତର ଭାବେ ଖାଲି ପଡୁଥିଲେ ସେ ସବୁ ପାଠ୍ୟକ୍ରମକୁ ଆସନ୍ତା ବର୍ଷରୁ ବନ୍ଦ କରିଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story