ଆବଶ୍ୟକ ପଡିଲେ ରାଜ୍ୟ ସରକାର ଅଧିକ ମରୁଡି ପ୍ୟାକେଜ ଘୋଷଣା କରିବେ: କୃଷିମନ୍ତ୍ରୀ

ଖୋର୍ଦ୍ଧା: ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ଘୋଷଣା କରିଥିବା ମୁରୁଡି ପ୍ୟାକେଜକୁ ବୃଦ୍ଧି କରିବେ । ଖୋର୍ଦ୍ଧା ଜିଲ୍ଲାର ମରୁଡି ପ୍ରଭାବିତ ବେଗୁନିଆ ଓ ବୋଲଗଡ଼ ଅଞ୍ଚଳ ଗସ୍ତ କରିବା ଅବସରରେ ଆଜି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏହା କହିଛନ୍ତି । ଆସନ୍ତା ନଭେମ୍ୱର ଶେଷ ସୁଦ୍ଧା ମରୁଡି ସମ୍ପର୍କୀତ ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାରଙ୍କୁ ଦିଆଯିବ ବୋଲି ସେ କହିଛନ୍ତି। ଏହାସହ ଚାଷୀ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତିରୁ ଦୂରେଇ ରହି ସରକାରଙ୍କ ଉପରେ ଭରସା ରଖିବାକୁ […]

khorda

khorda

Rakesh Mallick
  • Published: Saturday, 24 October 2015
  • Updated: 24 October 2015, 02:30 PM IST

Sports

Latest News

ଖୋର୍ଦ୍ଧା: ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ଘୋଷଣା କରିଥିବା ମୁରୁଡି ପ୍ୟାକେଜକୁ ବୃଦ୍ଧି କରିବେ । ଖୋର୍ଦ୍ଧା ଜିଲ୍ଲାର ମରୁଡି ପ୍ରଭାବିତ ବେଗୁନିଆ ଓ ବୋଲଗଡ଼ ଅଞ୍ଚଳ ଗସ୍ତ କରିବା ଅବସରରେ ଆଜି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏହା କହିଛନ୍ତି । ଆସନ୍ତା ନଭେମ୍ୱର ଶେଷ ସୁଦ୍ଧା ମରୁଡି ସମ୍ପର୍କୀତ ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାରଙ୍କୁ ଦିଆଯିବ ବୋଲି ସେ କହିଛନ୍ତି। ଏହାସହ ଚାଷୀ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତିରୁ ଦୂରେଇ ରହି ସରକାରଙ୍କ ଉପରେ ଭରସା ରଖିବାକୁ ନିବେଦନ କରିଛନ୍ତି । ଏପଟେ ଚାଷୀ ଆତ୍ମହତ୍ୟା କରୁଥିବା ସର୍ବାଧିକ ପ୍ରଭାବିତ ଅଞ୍ଚଳକୁ କୃଷିମନ୍ତ୍ରୀ ଗସ୍ତ ନ କରିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story