ଅବଦୁର ରେହମାନକୁ ୧୪ ଦିନ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

କଟକ: ଜଗତପୁର ପଶ୍ଚିମକଛ ଗାଁରୁ ଗିରଫ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନକୁ ୧୪ଦିନ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ। ଏଥିପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ସାଲେପୁର ଜେଏମ୍‌ଏଫସି କୋର୍ଟ ଅନୁମତି ଦେଇଛନ୍ତି। ରିମାଣ୍ଡ ସମ୍ପର୍କିତ କାଗଜପତ୍ର କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଲ୍ଲୀ ତୀଶ ହଜାରି କୋର୍ଟରେ ଦାଖଲ କରାଯାଇଛି। ଏବେ ରେହମାନକୁ ଝାଡ଼ଖଣ୍ଡ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଉକ୍ତ ରିମାଣ୍ଡ ଅବଧି ସରିବା ପରେ ଓଡ଼ିଶା କ୍ରାଇମବ୍ରାଞ୍ଚରର ଏସ୍‌ଟିଏଫ୍‌ ତାକୁ ଆଣିବ ବୋଲି ଜଣାପଡିଛି। ଡିସେମ୍ବର ୧୫ ତାରିଖ […]

ahamad-rehama

ahamad-rehama

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 11:16 AM IST

Sports

Latest News

କଟକ: ଜଗତପୁର ପଶ୍ଚିମକଛ ଗାଁରୁ ଗିରଫ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନକୁ ୧୪ଦିନ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ। ଏଥିପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ସାଲେପୁର ଜେଏମ୍‌ଏଫସି କୋର୍ଟ ଅନୁମତି ଦେଇଛନ୍ତି। ରିମାଣ୍ଡ ସମ୍ପର୍କିତ କାଗଜପତ୍ର କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଲ୍ଲୀ ତୀଶ ହଜାରି କୋର୍ଟରେ ଦାଖଲ କରାଯାଇଛି। ଏବେ ରେହମାନକୁ ଝାଡ଼ଖଣ୍ଡ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଉକ୍ତ ରିମାଣ୍ଡ ଅବଧି ସରିବା ପରେ ଓଡ଼ିଶା କ୍ରାଇମବ୍ରାଞ୍ଚରର ଏସ୍‌ଟିଏଫ୍‌ ତାକୁ ଆଣିବ ବୋଲି ଜଣାପଡିଛି।

ଡିସେମ୍ବର ୧୫ ତାରିଖ ବିଳମ୍ବିତ ରାତିରେ କମିଶନରେଟ୍ ପୋଲିସ୍ ଓ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ରେହମାନକୁ ଗିରଫ କରିଥିଲେ। ସେତେବେଳେ ପୋଲିସ ତା’ ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସ୍‌ପୋର୍ଟ ଜବତ କରିଥିଲା। ଫୋନ୍ ଟ୍ରାକିଂରୁ ଦିଲ୍ଲୀ ପୋଲିସ୍ ସୂଚନା ପାଇବା ପରେ କମିଶନରେଟ୍ ପୋଲିସ୍ ସହ ଯୋଗାଯୋଗ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story