ରାଜ୍ୟର ୧୧ଟି ରୁଟ୍‌ରେ ନୂଆ OSRTC ଏସି ବସ୍ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟର ୧୧ଟି ପ୍ରମୁଖ ରୁଟ୍‌ରେ ନୂଆ OSRTC ଏସି ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ପରିବହନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାଯର୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଶୀତତାପ ନିୟନ୍ତ୍ରିତ OSRTC ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ବିଭିନ୍ନ ସହରକୁ ଏବଂ ପଡ଼ୋଶୀ ରାଜ୍ୟକୁ ଏହି ବସ୍ ଚଳାଚଳ କରିବ। ଭବାନୀପଟଣା-ବିଶାଖାପାଟଣା, ବ୍ରହ୍ମପୁର-ଚନ୍ଦାହାଣ୍ଡି, ବଲାଙ୍ଗିର-ବ୍ରହ୍ମପୁର, ବୁର୍ଲା-ବ୍ରହ୍ମପୁର, ଭୁବନେଶ୍ୱର-ମାଲକାନଗିରି, ବିଶାଖାପଟଣା-ଜଗଦଲପୁର, କଟକ-ନବରଙ୍ଗପୁର, କଟକ-ବ୍ରହ୍ମପୁର, ଅନୁଗୁଳ-ଦାମନଯୋଡ଼ି, କେନ୍ଦୁଝର-ଭୁବନେଶ୍ୱର ଏବଂ ଜୟପୁର-କଟକ ମାର୍ଗରେ ଏହି OSRTC […]

bus

bus

Rakesh Mallick
  • Published: Saturday, 06 May 2017
  • Updated: 06 May 2017, 08:19 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ୧୧ଟି ପ୍ରମୁଖ ରୁଟ୍‌ରେ ନୂଆ OSRTC ଏସି ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ପରିବହନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାଯର୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଶୀତତାପ ନିୟନ୍ତ୍ରିତ OSRTC ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ବିଭିନ୍ନ ସହରକୁ ଏବଂ ପଡ଼ୋଶୀ ରାଜ୍ୟକୁ ଏହି ବସ୍ ଚଳାଚଳ କରିବ। ଭବାନୀପଟଣା-ବିଶାଖାପାଟଣା, ବ୍ରହ୍ମପୁର-ଚନ୍ଦାହାଣ୍ଡି, ବଲାଙ୍ଗିର-ବ୍ରହ୍ମପୁର, ବୁର୍ଲା-ବ୍ରହ୍ମପୁର, ଭୁବନେଶ୍ୱର-ମାଲକାନଗିରି, ବିଶାଖାପଟଣା-ଜଗଦଲପୁର, କଟକ-ନବରଙ୍ଗପୁର, କଟକ-ବ୍ରହ୍ମପୁର, ଅନୁଗୁଳ-ଦାମନଯୋଡ଼ି, କେନ୍ଦୁଝର-ଭୁବନେଶ୍ୱର ଏବଂ ଜୟପୁର-କଟକ ମାର୍ଗରେ ଏହି OSRTC ଏସି ବସ୍ ଚଳାଚଳ ଶୁଭାରମ୍ଭ ହୋଇଛି । ଏହା ଦ୍ୱାରା ବହୁ ଯାତ୍ରୀ ଉପକୃତ ହେବେ ବୋଲି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଆଶାପ୍ରକାଶ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story