ଟ୍ରେଲରକୁ ଧକ୍କା ଦେଲା ଗ୍ୟାସ୍ ବୋଝେଇ କଣ୍ଟେନର, ଡ୍ରାଇଭର ଗୁରୁତର

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଗେଲପୁର ନିକଟରେ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଥିବା ଟ୍ରେଲରକୁ ଏକ ଗ୍ୟାସ୍ ବୋଝେଇ କଣ୍ଟେନର ପଛପଟୁ ଧକ୍କା ଦେଇଛି। ଏଥିରେ କଣ୍ଟେନର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ନିପେନ ମେହେତା। ଗତକାଲି ବିଳମ୍ବିତ ରାତିରେ ଗେଲପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଟ୍ରେଲରଟି ଖରାପ ହୋଇ ଠିଆ ହୋଇଥିଲା। ହଳଦିଆରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା […]

accident88

accident88

Tapaswini Nayak
  • Published: Thursday, 05 September 2019
  • Updated: 05 September 2019, 01:18 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଗେଲପୁର ନିକଟରେ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଥିବା ଟ୍ରେଲରକୁ ଏକ ଗ୍ୟାସ୍ ବୋଝେଇ କଣ୍ଟେନର ପଛପଟୁ ଧକ୍କା ଦେଇଛି। ଏଥିରେ କଣ୍ଟେନର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ନିପେନ ମେହେତା।

ଗତକାଲି ବିଳମ୍ବିତ ରାତିରେ ଗେଲପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଟ୍ରେଲରଟି ଖରାପ ହୋଇ ଠିଆ ହୋଇଥିଲା। ହଳଦିଆରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା କଣ୍ଟେନରଟି ଭାରସାମ୍ୟ ହରାଇ ଟ୍ରେଲରଟିକୁ ପଛପଟୁ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ଏକ ଘଣ୍ଟା ଧରି ସେହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story