ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ: ଶ୍ରମିକ ଗୁରୁତର

ରାଉରକେଲା: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ମେଲ୍‌ଟିଂ ଷ୍ଟୋର କ୍ରେନରେ ଲାଗିଥିବା ଲାଡେଲ ଛିଡ଼ି ପଡ଼ିବାରୁ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛି। ଆହତ ଶ୍ରମିକଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ସୂଚନାଅନୁଯାୟୀ, ଶ୍ରମିକ ଜଣକ କାମ କରୁଥିବା ବେଳେ ଲାଡେଲ ଛିଡ଼ିଯିବାରୁ ସେଥିରେ ଥିବା ତରଳ ଧାତୁ ତାଙ୍କ ଉପରେ ପଡ଼ିଥିଲା।  ଫଳରେ ଗରମ ତରଳ ଧାତୁ ସଂସ୍ପର୍ଶରେ ଆସିବାରୁ ତାଙ୍କ ଦେହ ପୋଡ଼ି ଯାଇଛି।  ଏହି ଘଟଣା ନେଇ ଶ୍ରମିକ ସଙ୍ଗଠନ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

RKL

RKL

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 09:47 AM IST

ରାଉରକେଲା: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ମେଲ୍‌ଟିଂ ଷ୍ଟୋର କ୍ରେନରେ ଲାଗିଥିବା ଲାଡେଲ ଛିଡ଼ି ପଡ଼ିବାରୁ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛି। ଆହତ ଶ୍ରମିକଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି।

ସୂଚନାଅନୁଯାୟୀ, ଶ୍ରମିକ ଜଣକ କାମ କରୁଥିବା ବେଳେ ଲାଡେଲ ଛିଡ଼ିଯିବାରୁ ସେଥିରେ ଥିବା ତରଳ ଧାତୁ ତାଙ୍କ ଉପରେ ପଡ଼ିଥିଲା।  ଫଳରେ ଗରମ ତରଳ ଧାତୁ ସଂସ୍ପର୍ଶରେ ଆସିବାରୁ ତାଙ୍କ ଦେହ ପୋଡ଼ି ଯାଇଛି।  ଏହି ଘଟଣା ନେଇ ଶ୍ରମିକ ସଙ୍ଗଠନ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story