ବିତ୍ତିହୋତ୍ରଙ୍କ ଅଡୁଆ ବଢ଼ିଲା; ଜେଲରୁ ମୁକୁଳିବେନି

ଭୁବନେଶ୍ୱର: ଜର୍ମାନୀ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ପୂର୍ବତନ ହୋମଗାର୍ଡ ଓ ଅଗ୍ନିଶମ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କ ପାଇଁ ସମସ୍ୟା ବଢ଼ିଲା। ସୁପ୍ରିମ୍‌କୋର୍ଟଙ୍କ ସର୍ତ୍ତମୂଳକ ଜାମିନ ସତ୍ତ୍ୱେ ସେ ଜେଲରୁ ମୁକୁଳି ପାରିବେନି। ପାରୋଲ ଉଲ୍ଲଂଘନ ମାମଲା ଯୋଗୁଁ ତାଙ୍କୁ ଆଉ ଅଧିକ ୩ ମାସ ସଜା ଭୋଗିବାକୁ ପଡ଼ିବ। ତେଣୁ ତାଙ୍କୁ ଛାଡିବାକୁ ମନାକରିଛନ୍ତି ଜୟପୁର ସେଣ୍ଟ୍ରାଲ ଜେଲ ସୁପରିଣ୍ଟେଣ୍ଡେଣ୍ଟ୍‌। ଅନ୍ୟପକ୍ଷରେ ବିତ୍ତିହୋତ୍ରଙ୍କ ଓକିଲ କହିଛନ୍ତି ଏନେଇ ଆମେ ରାଜସ୍ଥାନ ହାଇକୋର୍ଟଙ୍କ […]

BittiMohanty

BittiMohanty

Rakesh Mallick
  • Published: Wednesday, 05 April 2017
  • Updated: 18 May 2017, 12:01 PM IST

Sports

Latest News

ଭୁବନେଶ୍ୱର: ଜର୍ମାନୀ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ପୂର୍ବତନ ହୋମଗାର୍ଡ ଓ ଅଗ୍ନିଶମ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କ ପାଇଁ ସମସ୍ୟା ବଢ଼ିଲା। ସୁପ୍ରିମ୍‌କୋର୍ଟଙ୍କ ସର୍ତ୍ତମୂଳକ ଜାମିନ ସତ୍ତ୍ୱେ ସେ ଜେଲରୁ ମୁକୁଳି ପାରିବେନି। ପାରୋଲ ଉଲ୍ଲଂଘନ ମାମଲା ଯୋଗୁଁ ତାଙ୍କୁ ଆଉ ଅଧିକ ୩ ମାସ ସଜା ଭୋଗିବାକୁ ପଡ଼ିବ। ତେଣୁ ତାଙ୍କୁ ଛାଡିବାକୁ ମନାକରିଛନ୍ତି ଜୟପୁର ସେଣ୍ଟ୍ରାଲ ଜେଲ ସୁପରିଣ୍ଟେଣ୍ଡେଣ୍ଟ୍‌। ଅନ୍ୟପକ୍ଷରେ ବିତ୍ତିହୋତ୍ରଙ୍କ ଓକିଲ କହିଛନ୍ତି ଏନେଇ ଆମେ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ।

ଗତ ୩୧ ତାରିଖରେ ବିତ୍ତିଙ୍କୁ ସୁପ୍ରିମ୍‌କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ। ଅଢେଇ ଲକ୍ଷ ଟଙ୍କା ମୁଚାଲିକାରେ ତାଙ୍କୁ ଏହି ଜାମିନ ମିଳିଥିଲା। ଏହାସହ ପ୍ରତିମାସ କ୍ୟାଣ୍ଟନମେଣ୍ଟ ଥାନାରେ ହାଜିରା ଦେବା ଓ ନିଜ ପାସ୍‌ପୋର୍ଟ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହି ମାମଲାରେ ବିତ୍ତିହୋତ୍ରଙ୍କୁ ରାଜସ୍ଥାନର ଜୟପୁରରୁ ଗିରଫ କରାଯାଇଥିଲା। ପାରୋଲରେ ଆସି ସେ ଜେଲ୍‌କୁ ଫେରି ନ ଥିଲେ। ପରେ ତାଙ୍କୁ କେରଳରୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story