ସ୍ୱାମୀ-ସ୍ତ୍ରୀ କଳିର କୁପରିଣତି: ଶାଶୂଙ୍କୁ ଏସିଡ୍‌ ଫିଙ୍ଗିଲେ ଜ୍ୱାଇଁ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ରାଗିଲେ ଜ୍ୱାଇଁ। ଶ୍ୱଶୁର ଘରକୁ ଆସି ଶାଶୂଙ୍କ ସହିତ ଯୁକ୍ତି କରି ଏସିଡ୍‌ ଫିଙ୍ଗିଲେ। ଏପରି ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳରେ ଘଟିଛି। ଏସିଡ୍‌ ମାଡ଼ ପରେ ଜ୍ୱାଇଁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା କାକଟପୁର ଓଳଙ୍ଗର ଗାଁର ମାନସ ସ୍ୱାଇଁ ଜଗତସିଂହପୁର ଜିଲ୍ଲା ଭାଲଆପାଟଣା ଗାଁର ଶାନ୍ତିଲତା ସାମଲଙ୍କ ଝିଅକୁ ବିବାହ କରିଥିଲେ। ବିବାହ ପରେ ବୈବାହିକ ଜୀବନ ଠିକ ଠାକ ଚାଲିଥିଲା। ହଠାତ ସ୍ୱମୀ-ସ୍ତ୍ରୀଙ୍କ […]

acidattack copy

acidattack copy

Rakesh Mallick
  • Published: Friday, 09 March 2018
  • Updated: 09 March 2018, 09:25 PM IST

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ରାଗିଲେ ଜ୍ୱାଇଁ। ଶ୍ୱଶୁର ଘରକୁ ଆସି ଶାଶୂଙ୍କ ସହିତ ଯୁକ୍ତି କରି ଏସିଡ୍‌ ଫିଙ୍ଗିଲେ। ଏପରି ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳରେ ଘଟିଛି। ଏସିଡ୍‌ ମାଡ଼ ପରେ ଜ୍ୱାଇଁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ପୁରୀ ଜିଲ୍ଲା କାକଟପୁର ଓଳଙ୍ଗର ଗାଁର ମାନସ ସ୍ୱାଇଁ ଜଗତସିଂହପୁର ଜିଲ୍ଲା ଭାଲଆପାଟଣା ଗାଁର ଶାନ୍ତିଲତା ସାମଲଙ୍କ ଝିଅକୁ ବିବାହ କରିଥିଲେ। ବିବାହ ପରେ ବୈବାହିକ ଜୀବନ ଠିକ ଠାକ ଚାଲିଥିଲା। ହଠାତ ସ୍ୱମୀ-ସ୍ତ୍ରୀଙ୍କ ପାରିବାରିକ ଆକାଶରେ ଘୋଟିଆସିଲା କଳା ବାଦଲ। ସୃଷ୍ଟିହେଲା ପାରିବାରିକ ଝଡ। ଶେଷରେ ବାପ ଘରକୁ ଚାଲିଗଲେ ସ୍ତ୍ରୀ। ଏହାକୁ ନେଇ ମାନସ ଓ ତାଙ୍କ ଶ୍ୱଶୁର ଘର ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ଅଭିଯୋଗ ହୋଇଥିଲା। ଆଜି ମାନସ ଶ୍ୱଶୁର ଘରକୁ ଯାଇଥିବା ବେଳେ ଶାଶୂଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମାନସ ତାଙ୍କ ଶାଶୂଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ। ଫଳରେ ଶାଶୂ ଶାନ୍ତିଲତା ଓ ତାଙ୍କ ବର୍ଷକର ଝିଅ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story