ହ୍ୱାଟ୍ସଆପ୍‌ରେ ଷ୍ଟାଟସ୍ ରଖିଛନ୍ତି ସ୍ୱାମୀ... ରିଅଲ୍ ଗେମ୍ ଷ୍ଟାର୍ଟସ୍ ନାଓ...

କଟକ (ଓଡ଼ିଶା ରିପୋର୍ଟର): ଏସିଡ୍‌ ମାଡ଼ କରି ଫେରାର ହୋଇଥିଲା ଜହ୍ଲାଦ ସ୍ୱାମୀ। ଏବେ ଫୋନ୍‌ରେ ହତ୍ୟା ପାଇଁ ଧମକ ଦେଉଛି। ଏସିଡ୍‌ ମାଡ଼ରେ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲର ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପୀଡ଼ିତା ଆଜି ଏପରି ଛାତି ଦୋହଲେଇ ଦେଲା ଭଳି ବୟାନ୍‌ ଦେଇଛନ୍ତି। ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ କଲେଜ କ୍ୟାମ୍ପସରେ ଘଟିଥିଲା ଏହି ନୃଶଂସ ଘଟଣା। ସ୍ୱାମୀର ଏସିଡ୍‌ ମାଡ଼ରେ ସ୍ତ୍ରୀର ମୁହଁ ଓ ଶରୀର ପୋଡ଼ି […]

Acid

Acid

Rakesh Mallick
  • Published: Wednesday, 17 January 2018
  • Updated: 17 January 2018, 09:17 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଏସିଡ୍‌ ମାଡ଼ କରି ଫେରାର ହୋଇଥିଲା ଜହ୍ଲାଦ ସ୍ୱାମୀ। ଏବେ ଫୋନ୍‌ରେ ହତ୍ୟା ପାଇଁ ଧମକ ଦେଉଛି। ଏସିଡ୍‌ ମାଡ଼ରେ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲର ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପୀଡ଼ିତା ଆଜି ଏପରି ଛାତି ଦୋହଲେଇ ଦେଲା ଭଳି ବୟାନ୍‌ ଦେଇଛନ୍ତି। ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ କଲେଜ କ୍ୟାମ୍ପସରେ ଘଟିଥିଲା ଏହି ନୃଶଂସ ଘଟଣା। ସ୍ୱାମୀର ଏସିଡ୍‌ ମାଡ଼ରେ ସ୍ତ୍ରୀର ମୁହଁ ଓ ଶରୀର ପୋଡ଼ି ହୋଇଯାଇଥିଲା।

‘ତୁ ମୋର ନୁହେଁ ତ, କାହାର ନୁହେଁ। ମୋର ନହେଲେ ତୁମ ପରିବାରକୁ ବରବାଦ କରିଦେବି।’ ଏମିତି ଧମକ ଦେଇ ଗତବର୍ଷ ନଭେମ୍ୱର ୧୬ ତାରିଖରେ କ୍ଲାସରୁ ଫେରୁଥିବା ବେଳେ ସ୍ତ୍ରୀ ଉପରେ ତରଳ ନିଆଁ ପକାଇ ଜାଳିଦେବାକୁ ଉଦ୍ୟମ କରିଥିଲା ସ୍ୱାମୀ। ସେତେବେଳେ ଏହି ଘଟଣାକୁ ନେଇ ଏମ୍‌କେସିଜି ମେଡ଼ିକାଲ କଲେଜ କ୍ୟାମ୍ପସରେ ଖେଳି ଯାଇଥିଲା ଚାଞ୍ଚଲ୍ୟ। ପାଥୋଲୋଜି ବିଭାଗର ଛାତ୍ରୀ ପାଲଟି ଯାଇଥିଲେ ପୀଡ଼ିତା। ଆଉ ଏମ୍‌କେସିଜିରୁ ଆସିଥିଲେ ଏସ୍‌ସିବି। ହେଲେ ଯନ୍ତ୍ରଣା କମିବା ବେଳକୁ ଏବେ ଆସିଛି ଜୀବନରୁ ମାରିଦେବାକୁ ଫୋନ୍‌ କଲ୍। ଏପରିକି ହ୍ୱାଟ୍ସଆପ୍‌ରେ ମଧ୍ୟ ଆସୁଛି ଧମକ। ଫେରାର ଥିବା ସ୍ୱାମୀ ନିଜ ହ୍ୱାଟ୍ସଆପ୍‌ର ଷ୍ଟାଟସ୍‌ ରଖିଛି- “ଦି ରିଅଲ୍‌ ଗେମ୍‌ ନାଓ।” ଅର୍ଥାତ ଅସଲ ଖେଳ ଏବେ ଆରମ୍ଭ ହେଲା। କେବଳ ସେତିକି ନୁହେଁ, ଫୋନ୍‌ରେ ମଧ୍ୟ ଦିଆଯାଉଥିଲା ଧମକ। ଯାହାକୁ ନେଇ ବିଚଳିତ ହୋଇ ପଡ଼ିଛନ୍ତି ପୀଡ଼ିତା। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story