ବିଜେଡି ଉପସଭାପତି ପଦରୁ ଦାମଙ୍କୁ ଅବ୍ୟାହତି

ଭୁବନେଶ୍ୱର: ଗତକାଲି କୃଷିମନ୍ତ୍ରୀ ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯିବା ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବିନ ପଟ୍ଟନାୟକ ପୁଣି ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ଗତକାଲି ଅପରାହ୍ନରେ ବହିଷ୍କୃତ ହୋଇଥିବା ଦାମଙ୍କୁ  ଶନିବାର ସନ୍ଧ୍ୟାରେ ପୁଣି ଝଟ୍‌କା ଲାଗିଛି। ତାଙ୍କୁ ବିଜେଡି ଉପସଭାପତି ପଦରୁ ଅବ୍ୟାହତି ଦିଆଯାଇଛି। ଖାଲି ଉପସାଭପତି ପଦବି ନୁହେଁ ଢଙ୍କାନାଳ ଜିଲା ପର୍ଯ୍ୟବେକ୍ଷକ ପଦବୀରୁ ମଧ୍ୟ ଅବ୍ୟାହତି ଦିଆଯାଇଛି ବୋଲି ଏକ ପ୍ରେସ୍‌ ଇସ୍ତହାରରେ ଗଣମାଧ୍ୟମକୁ ଜଣାଇ ଦିଆଯାଇଛି। କ’ଣ କୁହନ୍ତି […]

asima panda copy

asima panda copy

Rakesh Mallick
  • Published: Saturday, 23 December 2017
  • Updated: 23 December 2017, 08:32 PM IST

ଭୁବନେଶ୍ୱର: ଗତକାଲି କୃଷିମନ୍ତ୍ରୀ ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯିବା ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବିନ ପଟ୍ଟନାୟକ ପୁଣି ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ଗତକାଲି ଅପରାହ୍ନରେ ବହିଷ୍କୃତ ହୋଇଥିବା ଦାମଙ୍କୁ  ଶନିବାର ସନ୍ଧ୍ୟାରେ ପୁଣି ଝଟ୍‌କା ଲାଗିଛି। ତାଙ୍କୁ ବିଜେଡି ଉପସଭାପତି ପଦରୁ ଅବ୍ୟାହତି ଦିଆଯାଇଛି। ଖାଲି ଉପସାଭପତି ପଦବି ନୁହେଁ ଢଙ୍କାନାଳ ଜିଲା ପର୍ଯ୍ୟବେକ୍ଷକ ପଦବୀରୁ ମଧ୍ୟ ଅବ୍ୟାହତି ଦିଆଯାଇଛି ବୋଲି ଏକ ପ୍ରେସ୍‌ ଇସ୍ତହାରରେ ଗଣମାଧ୍ୟମକୁ ଜଣାଇ ଦିଆଯାଇଛି।

କ’ଣ କୁହନ୍ତି ରାଜନେତା:

ଜାତିଆଣ ମନ୍ତବ୍ୟ ପାଇଁ ଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ଜାତି ଓ ଧର୍ମକୁ ନେଇ ଯେଉଁମାନେ ବିବାଦୀୟ ମନ୍ତବ୍ୟ ଦେବେ ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ।

ଦେବାଶିଷ ସାମନ୍ତରାୟ, ଦଳୀୟ ମୁଖପାତ୍ର

ସବୁଥିରେ ଏକ୍ସପାରୀ ଥାଏ। ଯେଉଁମାନଙ୍କ ବୟସ ଅଧିକ, ସେମାନେ ରାଜନୀତିରୁ ଓହରିଯାଆନ୍ତୁ।  ୭୦/୭୫ ବର୍ଷ ପରେ ପ୍ରତ୍ୟକ୍ଷ ରାଜନୀତିରୁ ହଟି ପରୋକ୍ଷ ରାଜନୀତି କରନ୍ତୁ।  ଯୁବ ପୀଢ଼ିଙ୍କୁ ବାଟ ଛାଡ଼ି ପଛରେ ରହି ବୟସ୍କ ସହଯୋଗ କରିବା ଉଚିତ।

ପ୍ରଫୁଲ୍ଲ ଘଡେଇ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story