ଶିକୁଳି ମୁକ୍ତ ହେଲା ବଦାନୀ: ବଡ଼ଡାକ୍ତରଖାନାରେ ଭର୍ତ୍ତି କଲା ପ୍ରଶାସନ

କେନ୍ଦ୍ରାପଡ଼ା: ଦିନେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା କଳାକାର ଏବେ ମସ୍ତିଷ୍କ ବିକୃତି କାରଣରୁ ଲୁହା ଶିକୁଳିରେ ବନ୍ଧା ପଡ଼ିଛି ଜୀବନ। ଆମେ କହୁଛୁ ଯାତ୍ରା କଳାକାର ବଦାନୀ ସାମଲଙ୍କ କଥା। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବଦାନୀଙ୍କୁ ଉଦ୍ଧାର କରି ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ଆଣିଛି। ସେଠାରେ ତାଙ୍କୁ ମାନସିକ ରୋଗ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବରଜ ବାହାକୁଦ ଗାଁର ୨୦ ବର୍ଷର ଯୁବତୀ ବଦାନୀଙ୍କୁ […]

kendrapada

kendrapada

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 01:09 PM IST

Sports

Latest News

କେନ୍ଦ୍ରାପଡ଼ା: ଦିନେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା କଳାକାର ଏବେ ମସ୍ତିଷ୍କ ବିକୃତି କାରଣରୁ ଲୁହା ଶିକୁଳିରେ ବନ୍ଧା ପଡ଼ିଛି ଜୀବନ। ଆମେ କହୁଛୁ ଯାତ୍ରା କଳାକାର ବଦାନୀ ସାମଲଙ୍କ କଥା। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବଦାନୀଙ୍କୁ ଉଦ୍ଧାର କରି ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ଆଣିଛି। ସେଠାରେ ତାଙ୍କୁ ମାନସିକ ରୋଗ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବରଜ ବାହାକୁଦ ଗାଁର ୨୦ ବର୍ଷର ଯୁବତୀ ବଦାନୀଙ୍କୁ ପରିବାର ଲୋକେ ଲୁହା ଶିକୁଳିରେ ବାନ୍ଧି ରଖିଥିଲେ। ଆର୍ଥିକ ଅନଟନ ଯୋଗୁଁ ପରିବାର ଲୋକେ ତାଙ୍କ ଚିକିତ୍ସା କରିପାରୁ ନ ଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ତାଙ୍କ ଚିକିତ୍ସା ପାଇଁ ଉଦ୍ୟମ ଆରମ୍ଭ କରିଛି।

୧୬ବର୍ଷ ବୟସରୁ ଜଣେ ଯାତ୍ରା କଳାକାର ଭାବେ ଅପେରା ପାର୍ଟିରେ ସାମିଲ ହୋଇ ପରିବାରର ଆର୍ଥିକ ବୋଝ ଲାଘବ କରିବାରେ ସହାଯ୍ୟ କରିଥିଲେ ବଦାନୀ। ହେଲେ ଭାଗ୍ୟ ତାଙ୍କୁ ସାଥ୍ ଦେଇ ନ ଥିଲା। ବର୍ଷକ ତଳେ ତାଙ୍କ ମାନସିକ ବକୃତି ବାହାରିଥିଲା। ଫଳରେ ପରିବାର ଲୋକେ ତାଙ୍କୁ ଆଣି ଘରେ ରଖିଥିଲେ । ତାଙ୍କର ଏଭଳି ଅବସ୍ଥାରେ ପୂରା ଭାଙ୍ଗି ପଡିଛନ୍ତି ବାପା ଓ ମାଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story