ଛାତ୍ରଛାତ୍ରୀଙ୍କ ଆଧାର ଲିଙ୍କ୍ ଡେଡ୍‌ଲାଇନ୍‌ ନଭେମ୍ବର ୩୦: ଫେଲ୍‌ ମାରିଲେ ଦାୟୀ ରହିବେ କର୍ତ୍ତୃପକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ପିଲାଙ୍କ ପାଇଁ କଡ଼ାକଡ଼ି ହେବ ଆଧାର ଲିଙ୍କ୍। ସରକାର ରଖିବେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ହିସାବ। ସରକାରୀ ଯୋଜନାର ବାଟମାରଣା ଉପରେ ଲାଗିବ ରୋକ୍। ୬ ରୁ ଅଧିକ ଓ ୧୮ ବର୍ଷରୁ କମ୍ ସବୁ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ ବାଧ୍ୟତା ମୂଳକ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ ଲାଇନ୍ ଜାରି ହୋଇଥିଲେ ବି ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରେ ଏହା ଠିକରେ କାର୍ଯ୍ୟକାରୀ ହୋଇନି। ଏଥି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା […]

Rakesh Mallick
  • Published: Friday, 27 October 2017
  • Updated: 27 October 2017, 09:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ପିଲାଙ୍କ ପାଇଁ କଡ଼ାକଡ଼ି ହେବ ଆଧାର ଲିଙ୍କ୍। ସରକାର ରଖିବେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ହିସାବ। ସରକାରୀ ଯୋଜନାର ବାଟମାରଣା ଉପରେ ଲାଗିବ ରୋକ୍। ୬ ରୁ ଅଧିକ ଓ ୧୮ ବର୍ଷରୁ କମ୍ ସବୁ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ ବାଧ୍ୟତା ମୂଳକ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ ଲାଇନ୍ ଜାରି ହୋଇଥିଲେ ବି ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରେ ଏହା ଠିକରେ କାର୍ଯ୍ୟକାରୀ ହୋଇନି। ଏଥି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଡେଡ୍ ଲାଇନ୍ ରହିଛି ନଭେମ୍ବର ୩୦। ଏହାରି ଭିତରେ ଶତ ପ୍ରତିଶତ ସ୍କୁଲ୍ ଓ ଜୁନିୟର କଲେଜ ପିଲାଙ୍କ ଆଧାର ଲିଙ୍କ୍ ନହେଲେ ସ୍କୁଲ ପ୍ରଧାନ ଶିକ୍ଷକ, ବିଇଓ ଏବଂ ସିଆର୍ସିସି ଦାୟୀ ରହିବେ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ପ୍ରତି ବ୍ଲକରେ ୩ରୁ ୪ଟି ସ୍କୁଲରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ରହିଛି। ଏସବୁ ସ୍ଥାନରେ କ୍ୟାମ୍ପ ଖୋଲି ପାଖ ସ୍କୁଲର ଛାତ୍ରଛାତ୍ରୀଙ୍କ ଆଧାରକାର୍ଡ ଲିଙ୍କ ହେବ ଓ ଏହାର ହିସାବ ଓପେପା ୱେବସାଇଟରେ ରହିବ।

ରାଜ୍ୟରେ ପ୍ରାୟ ୬୯ ହଜାର ୨୭୩ ସ୍କୁଲ୍ ଏବଂ ୧୫ ଶହ ଜୁନିୟର କଲେଜ ରହିଛି। ସୂଚନା ଅନୁସାରେ ସେଥିମଧ୍ୟରୁ ଅକ୍ଟୋବର ୧୯, ୨୦୧୭ ସୁଦ୍ଧା ରାଜ୍ୟରେ ୮୦.୨୩ ପ୍ରତିଶତ ପିଲାଙ୍କ ଆଧାରକାର୍ଡ ହୋଇ ସାରିଛି। କଟକରେ ସବୁଠୁ କମ୍ ୭୩.୦୭ ପ୍ରତିଶତ ଓ ନୂଆପଡାରେ ସବୁଠାରୁ ଅଧିକ ୯୩.୮ ପିଲାଙ୍କର ଆଧାର କାର୍ଡ ଲିଙ୍କ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story