ଧର୍ମେନ୍ଦ୍ର ପ୍ରଧାନ କୋଇଲା ଚୋର: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ବେଳେ ଆଜି ଦୁଇ ଜଣ ହେବିୱେଟ୍‌ ମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି। ଜଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୋଇଥିବା ବେଳେ ଅନ୍ୟଜଣେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ଆଜି ପ୍ରଚାର ବେଳେ ପ୍ରଦୀପ ଧର୍ମେନ୍ଦ୍ରଙ୍କୁ କୋଇଲା ଚୋର କହି କଟୁ ଭାଷାରେ ସମାଲୋଚନା କରିଥିଲେ। ସେ କହିଥିଲେ,“ବାଜପେୟୀଙ୍କ ସରକାର ବେଳେ ଧର୍ମେନ୍ଦ୍ରଙ୍କ ନାଁରେ ରିପୋର୍ଟ ହୋଇଥିଲା। ତାଙ୍କ ବାପା ସେ ସମୟରେ କେନ୍ଦ୍ରମନ୍ତ୍ରୀ ଥିବାରୁ ସଲାସୁତରାରେ ଏହାକୁ ଚାପି […]

pradeep  panigrahi

pradeep panigrahi

Rakesh Mallick
  • Published: Sunday, 12 February 2017
  • Updated: 14 February 2017, 11:30 AM IST

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ବେଳେ ଆଜି ଦୁଇ ଜଣ ହେବିୱେଟ୍‌ ମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି। ଜଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୋଇଥିବା ବେଳେ ଅନ୍ୟଜଣେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ଆଜି ପ୍ରଚାର ବେଳେ ପ୍ରଦୀପ ଧର୍ମେନ୍ଦ୍ରଙ୍କୁ କୋଇଲା ଚୋର କହି କଟୁ ଭାଷାରେ ସମାଲୋଚନା କରିଥିଲେ। ସେ କହିଥିଲେ,“ବାଜପେୟୀଙ୍କ ସରକାର ବେଳେ ଧର୍ମେନ୍ଦ୍ରଙ୍କ ନାଁରେ ରିପୋର୍ଟ ହୋଇଥିଲା। ତାଙ୍କ ବାପା ସେ ସମୟରେ କେନ୍ଦ୍ରମନ୍ତ୍ରୀ ଥିବାରୁ ସଲାସୁତରାରେ ଏହାକୁ ଚାପି ଦିଆଯାଇଥିଲା।”

ଅନ୍ୟପକ୍ଷରେ ପ୍ରଦୀପଙ୍କ ଏପରି ମନ୍ତବ୍ୟର ଜବାବ କଡା ଭାଷାରେ ଧର୍ମେନ୍ଦ୍ର ଦେଇଛନ୍ତି। ସେ କହିଛନ୍ତି,“ପ୍ରଦୀପ ସ୍ପଷ୍ଟ କରନ୍ତୁ ସେ ଚିଟ୍‌ଫଣ୍ଡରେ ସମ୍ପୃକ୍ତ ଅଛନ୍ତି କି ନାହିଁ। ତୁମ ହାତରେ ଡିଜିପି, ଗୃହ ବିଭାଗ ଅଛନ୍ତି। ତଦନ୍ତ କରି ଜେଲ ପଠାଇ ଦିଅ। ମୁଁ ସବୁ ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos