ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କର କିଛି ବନ୍ଧୁ। ଆଦିତ୍ୟଙ୍କ ବନ୍ଧୁମାନଙ୍କ କହିବା ଅନୁସାରେ, କ୍ରାଇମବ୍ରାଞ୍ଚ ତଦନ୍ତରେ ସେମାନଙ୍କର ଭରସା ନାହିଁ। ଜିଆରପି ଭଳି କ୍ରାଇମବ୍ରାଞ୍ଚ ତଦନ୍ତ ବି ମନ୍ଥର ରହିଛି। ଆଦିତ୍ୟଙ୍କ ପତ୍ନୀଙ୍କୁ ସୁହାଇଲା ଭଳି ତଦନ୍ତ କରାଯାଉଅଛି। ସେମାନେ ଆହୁରି କହିଛନ୍ତି, ଆଦିତ୍ୟଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ସତ୍ୟ ସାମ୍ନାକୁ ଆସୁ। ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଉ। ସୂଚନାଯୋଗ୍ୟ, […]

aditya-dash-3 (1)

aditya-dash-3 (1)

Tapaswini Nayak
  • Published: Thursday, 13 August 2020
  • Updated: 13 August 2020, 01:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କର କିଛି ବନ୍ଧୁ।

ଆଦିତ୍ୟଙ୍କ ବନ୍ଧୁମାନଙ୍କ କହିବା ଅନୁସାରେ, କ୍ରାଇମବ୍ରାଞ୍ଚ ତଦନ୍ତରେ ସେମାନଙ୍କର ଭରସା ନାହିଁ। ଜିଆରପି ଭଳି କ୍ରାଇମବ୍ରାଞ୍ଚ ତଦନ୍ତ ବି ମନ୍ଥର ରହିଛି। ଆଦିତ୍ୟଙ୍କ ପତ୍ନୀଙ୍କୁ ସୁହାଇଲା ଭଳି ତଦନ୍ତ କରାଯାଉଅଛି।

ସେମାନେ ଆହୁରି କହିଛନ୍ତି, ଆଦିତ୍ୟଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ସତ୍ୟ ସାମ୍ନାକୁ ଆସୁ। ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଉ।

ସୂଚନାଯୋଗ୍ୟ, ସାମାଜିକ କର୍ମୀ ତଥା ମୋଟିଭେସନାଲ ସ୍ପିକର ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ସ୍ଥାନୀୟ ଲିଙ୍ଗରାଜ ରେଳଲାଇନରୁ ଉଦ୍ଧାର କରାଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos