ବିଜ୍ଞାପନ ହୋଡିଂ ଲଗାଇବାକୁ ବିଏମସିର ନୂଆ କଟକଣା

ଭୁବନେଶ୍ୱର: ବିଜ୍ଞାପନ ହୋଡିଂ ଲଗାଇବାକୁ ବିଏମସି ନୂଆ କଟକଣା ଲାଗୁ  କରିଛି। ଛାତ ଉପରେ ଓ ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ଆଖିଦୃଶିଆ ବିଜ୍ଞାପନ ଲଗାଇଲେ କଟକଣା ଜାରି କରାଯିବ ବୋଲି  ବିଏମସି ପକ୍ଷରୁ କୁହାଯାଇଛି। ୨୦୦୬ରେ ଲାଗୁ ହୋଇଥିବା ବିଜ୍ଞାପନ ଆଇନ ଅନୁସାରେ ସମସ୍ତ ସରକାରୀ ଏବଂ ବେସକାରୀ ସ୍ଥାନରେ ବିଜ୍ଞାପନ ଲଗାଇବା ନେଇ ବିଏମସିର ଅନୁମତି  ଆବଶ୍ୟକ ରହିଛି। ମାତ୍ର ଅନେକାଂଶରେ ଏହି ନିୟମ ପାଳନ କରାଯାଉ ନ ଥିବାରୁ ବିଏମସି ପକ୍ଷରୁ ନୂଆ ପଦକ୍ଷେପ […]

bmc

bmc

Rakesh Mallick
  • Published: Saturday, 05 November 2016
  • Updated: 05 November 2016, 07:45 PM IST

Sports

Latest News

ଭୁବନେଶ୍ୱର: ବିଜ୍ଞାପନ ହୋଡିଂ ଲଗାଇବାକୁ ବିଏମସି ନୂଆ କଟକଣା ଲାଗୁ  କରିଛି। ଛାତ ଉପରେ ଓ ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ଆଖିଦୃଶିଆ ବିଜ୍ଞାପନ ଲଗାଇଲେ କଟକଣା ଜାରି କରାଯିବ ବୋଲି  ବିଏମସି ପକ୍ଷରୁ କୁହାଯାଇଛି।

୨୦୦୬ରେ ଲାଗୁ ହୋଇଥିବା ବିଜ୍ଞାପନ ଆଇନ ଅନୁସାରେ ସମସ୍ତ ସରକାରୀ ଏବଂ ବେସକାରୀ ସ୍ଥାନରେ ବିଜ୍ଞାପନ ଲଗାଇବା ନେଇ ବିଏମସିର ଅନୁମତି  ଆବଶ୍ୟକ ରହିଛି। ମାତ୍ର ଅନେକାଂଶରେ ଏହି ନିୟମ ପାଳନ କରାଯାଉ ନ ଥିବାରୁ ବିଏମସି ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁ ସ୍ଥାନରେ ବିଏମସିର ଅନୁମତି ବିନା ବିଜ୍ଞାପନ ଲଗାଯାଇଛି ସେହି ସ୍ଥାନ ଗୁଡ଼ିକରୁ ଆଜିଠୁ ୭ଦିନ ମଧ୍ୟରେ  ବିଜ୍ଞାପନ ହଟାଇବା ପାଇଁ ନିଷ୍ପତ୍ତି ହୋଇଛି।

ସେହିଭଳି ମନ ଇଚ୍ଛା ପଲିଟିକାଲ ହୋଡିଂ ଲଗାଯିବା ଉପରେ ମଧ୍ୟ କଟକଣା ଜାରି କରାଯିବ ବୋଲି ବିଏମସି କମିଶନର କିଶନ କୁମାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story