ହାଇକୋର୍ଟରେ କରୋନା କଟକଣା

କଟକ (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱର କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରି ଚାଲିଛି। ଏହି ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଅବଲମ୍ବନ କରାଯାଉଛି। ସୁପ୍ରିମକୋର୍ଟରେ କରୋନା ପାଇଁ କଟକଣା ଜାରି କରାଯାଇଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ମଧ୍ୟ  କରୋନା କଟକଣା ଜାରି ହୋଇଛି। କୋର୍ଟ ପରିସରରେ କରୋନା ସଂକ୍ରମଣ ଆଶଙ୍କା ନେଇ ଗାଇଡଲାଇନ ଜାରି ହୋଇଛି। ଏହା ଅନୁସାରେ କୋର୍ଟରୁମ୍‌ ପରିସରରେ ଭିଡ଼କୁ ଏଡାଇବା ପାଇଁ ଭିତରକୁ […]

orissa-high-court

orissa-high-court

Tapaswini Nayak
  • Published: Saturday, 14 March 2020
  • Updated: 14 March 2020, 09:55 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱର କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରି ଚାଲିଛି। ଏହି ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଅବଲମ୍ବନ କରାଯାଉଛି। ସୁପ୍ରିମକୋର୍ଟରେ କରୋନା ପାଇଁ କଟକଣା ଜାରି କରାଯାଇଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ମଧ୍ୟ  କରୋନା କଟକଣା ଜାରି ହୋଇଛି। କୋର୍ଟ ପରିସରରେ କରୋନା ସଂକ୍ରମଣ ଆଶଙ୍କା ନେଇ ଗାଇଡଲାଇନ ଜାରି ହୋଇଛି।

ଏହା ଅନୁସାରେ କୋର୍ଟରୁମ୍‌ ପରିସରରେ ଭିଡ଼କୁ ଏଡାଇବା ପାଇଁ ଭିତରକୁ କେବଳ ବାଦି ଓ ପ୍ରତିବାଦିଙ୍କ ଓକିଲ ଯାଇପାରିବେ। ଏକ ସମୟରେ ୧୦ଟି ମାମଲାର ଆଇନଜୀବୀ ଓ ତାଙ୍କ ପକ୍ଷ ଉପସ୍ଥିତ ରହିପାରିବେ। ଏଥିସହ କୋର୍ଟରୁମ ବାହାରେ ଅଯଥା ଭିଡ଼କୁ ଏଡାଇବା ପାଇଁ ପରାମର୍ଶ ଦିଆଯାଇଛି। ଗତକାଲି କରୋନା ସଂକ୍ରମଣ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story