ସିଏଏ ପରେ ଏନପିଆରକୁ ବି ସମର୍ଥନ ଦେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ସଂସଦରେ ସମର୍ଥନ ଦେଇଥିବା ବିଜେଡି ଏହା ସପକ୍ଷରେ ପୁଣିଥରେ ଯୁକ୍ତି ବାଢ଼ିଛି। ଏହାସହିତ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର)କୁ ଦଳ ସମର୍ଥନ କରିବ ବୋଲି ବିଜେଡି ସ୍ପଷ୍ଟ ଇସାରା ଦେଇଛି। ଆଜି ଦଳର ମୁଖପାତ୍ର ତଥା ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେବଳ ରାଜନୀତିକ ଫାଇଦା ନିମନ୍ତେ କିଛି ଦଳ ଓ ବ୍ୟକ୍ତିମାନେ ସିଏଏକୁ ବିରୋଧ କରୁଛନ୍ତି। ଆଇନକୁ […]

bd

bd

Hemant Lenka
  • Published: Thursday, 02 January 2020
  • Updated: 02 January 2020, 10:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ସଂସଦରେ ସମର୍ଥନ ଦେଇଥିବା ବିଜେଡି ଏହା ସପକ୍ଷରେ ପୁଣିଥରେ ଯୁକ୍ତି ବାଢ଼ିଛି। ଏହାସହିତ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର)କୁ ଦଳ ସମର୍ଥନ କରିବ ବୋଲି ବିଜେଡି ସ୍ପଷ୍ଟ ଇସାରା ଦେଇଛି।

ଆଜି ଦଳର ମୁଖପାତ୍ର ତଥା ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେବଳ ରାଜନୀତିକ ଫାଇଦା ନିମନ୍ତେ କିଛି ଦଳ ଓ ବ୍ୟକ୍ତିମାନେ ସିଏଏକୁ ବିରୋଧ କରୁଛନ୍ତି। ଆଇନକୁ ନେଇ ଯେଉଁ ପରିବର୍ତ୍ତନ ହୋଇଥିବାର ଅଭିଯୋଗ ହେଉଛି ତାହା ମଧ୍ୟ ସମ୍ପୂର୍ଣ୍ଣ ମିଛି। ଉଲ୍ଲେଖଯୋଗ୍ୟ, ଏବେବି ସିଏଏକୁ ବିରୋଧ କରି କିଛି ରାଜନୀତିକ ଦଳ ଦେଶର ବିଭିନ୍ନ ଭାଗରେ ଅଶାନ୍ତି ସୃଷ୍ଟି କରୁଛନ୍ତି।

ସେହିପରି, କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରିଥିବା ଏନପିଆର କାର୍ଯ୍ୟକ୍ରମକୁ ବିଜେଡି ସମର୍ଥନ କରିବ ବୋଲି ଶ୍ରୀ ଦେବ ପରୋକ୍ଷରେ ଇସାରା ଦେଇଛନ୍ତି। ସେ କହିଛନ୍ତି ଯେ, ଦେଶପାଇଁ ଏନପିଆର ନୂଆ କଥା ନୁହେଁ। ୨୦୧୦ ମସିହାରେ ଦେଶରେ ଏନପିଆର ଆରମ୍ଭ କରାଯାଇଥିଲା। ଜନଗଣଙ୍କ ସାମାଜିକ, ଆର୍ଥିକ ସ୍ଥିତିକୁ ଆକଳନ କରିବା ପାଇଁ ଏହାର ଆବଶ୍ୟକତା ରହିଛି। ଏହା ଏକ ଧାରାବାହିକ ପ୍ରକ୍ରିୟା। ତେଣୁ ଏନପିଆର ସହ ଏନଆରସି(ରାଷ୍ଟ୍ରୀୟ ନାଗରିକ ପଞ୍ଜିକା)କୁ ତୁଳନା କରାନଯାଉ। ଏହି ଦୁଇଟି ପରସ୍ପରଠୁ ଭିନ୍ନ।

ସୂଚନାଯୋଗ୍ୟ, ନାଗରିକ ସଂଶୋଧନ ବିଲକୁ ସଂସଦରେ ବିଜେଡି ସମର୍ଥନ କରିବା ପରେ ରାଜ୍ୟରେ ମୁସଲିମ୍ ସମୁଦାୟ ପକ୍ଷରୁ ବିଜେଡିର ଏଭଳି ନୀତିକୁ ଦୃଢ଼ ବିରୋଧ କରାଯାଇଥିଲା। ଯେଉଁଥିପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ଆସି ଏନଆରସିକୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଥରେ ନୁହେଁ ଦୁଇ ଦୁଇଥର ଏଥିପାଇଁ ଶ୍ରୀ ପଟ୍ଟନାୟକଙ୍କୁ ସଫେଇ ଦେବାକୁ ପଡ଼ିଥିଲା।

ତେବେ ଦେଶ ଓ ନାଗରିକଙ୍କ ସ୍ୱାର୍ଥରେ ସିଏଏ, ଏନଆରସି ଓ ଏନପିଆର ବୋଲି ବିଜେପି ଯୁକ୍ତି ବାଢ଼ୁଥିବାବେଳେ ବିଜେଡି ଏଥିରୁ ଗୋଟିଏ ପରେ ଗୋଟିଏକୁ ସମର୍ଥନ କରି ନିଜର ବିଜେପି ପ୍ରୀତିକୁ ପ୍ରମାଣିତ କରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story