ନିଆଳି ପରେ ଜଗତସିଂହପୁରରେ ଅଜଣା ଜନ୍ତୁ ଆତଙ୍କ: ମାରିଲା ୯ ମେଣ୍ଢା

ଜଗତସିଂହପୁର: ଥମୁନି ଅଜଣା ଜନ୍ତୁ ଆତଙ୍କ। ବନ ବିଭାଗ, ପ୍ରଶାସନର ଯେତେ ଚେଟା ସତ୍ତ୍ୱେ ଏବେ ବି ନିଆଳି ଅଞ୍ଚଳରେ ଆତଙ୍କ ମଚାଇଥିବା ଏହି ଜନ୍ତୁ ରହସ୍ୟ ମଧ୍ୟରେ ରହିଛି। ଏପରି ସ୍ଥିତିରେ ଜଗତସିଂହପୁର ଆଳିପିଙ୍ଗଳ ଅଞ୍ଚଳରୁ ମଧ୍ୟ ଆସିଛି ସମାନ ଅଭିଯୋଗ। ଗତ ରାତିରେ ପଞ୍ଚାୟତ ରାଏଙ୍କପାଟଣା ଗାଁରେ ଏକାବେଳକେ ୯ଟି ମେଣ୍ଢାଙ୍କ ଜୀବନ ନେଇଛି କୌଣସି ଅଜଣା ଜନ୍ତୁ। ଜଣଙ୍କ ଗୁହାଳେ ପଶି ଏହି ଜନ୍ତୁ ମେଣ୍ଠାଙ୍କୁ ଆକ୍ରମଣ କରିଥିଲା। ଏହି ଘଟଣାରେ ଅନ୍ୟ […]

sheep

sheep

Rakesh Mallick
  • Published: Friday, 07 July 2017
  • Updated: 07 July 2017, 10:21 PM IST

Sports

Latest News

ଜଗତସିଂହପୁର: ଥମୁନି ଅଜଣା ଜନ୍ତୁ ଆତଙ୍କ। ବନ ବିଭାଗ, ପ୍ରଶାସନର ଯେତେ ଚେଟା ସତ୍ତ୍ୱେ ଏବେ ବି ନିଆଳି ଅଞ୍ଚଳରେ ଆତଙ୍କ ମଚାଇଥିବା ଏହି ଜନ୍ତୁ ରହସ୍ୟ ମଧ୍ୟରେ ରହିଛି। ଏପରି ସ୍ଥିତିରେ ଜଗତସିଂହପୁର ଆଳିପିଙ୍ଗଳ ଅଞ୍ଚଳରୁ ମଧ୍ୟ ଆସିଛି ସମାନ ଅଭିଯୋଗ। ଗତ ରାତିରେ ପଞ୍ଚାୟତ ରାଏଙ୍କପାଟଣା ଗାଁରେ ଏକାବେଳକେ ୯ଟି ମେଣ୍ଢାଙ୍କ ଜୀବନ ନେଇଛି କୌଣସି ଅଜଣା ଜନ୍ତୁ। ଜଣଙ୍କ ଗୁହାଳେ ପଶି ଏହି ଜନ୍ତୁ ମେଣ୍ଠାଙ୍କୁ ଆକ୍ରମଣ କରିଥିଲା। ଏହି ଘଟଣାରେ ଅନ୍ୟ ୬ଟି ମେଣ୍ଢା ଆହତ ହୋଇଛନ୍ତି।

ଅଜଣା ଜନ୍ତୁ ମେଣ୍ଢାଙ୍କ ବେକ ତଳକୁ ତୀକ୍ଷଣ ତାନ୍ତରେ ଆକ୍ରମଣ କରିଛି। ଗାଁର ଅପର୍ତ୍ତି ଦାସଙ୍କ ଗୁହାଳରେ ୪୦ଟି ମେଣ୍ଟା ଥିଲେ। ବିଳମ୍ବିତ ରାତିରେ ମେଣ୍ଢାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଉଠି ଗୁହାଳକୁ ଯାଇଥିଲେ। ଏହି ସମୟରେ ସେମାନେ ବିଲୁଆ ପରି ଏକ ଜଙ୍ଗଲୀ ଜନ୍ତୁକୁ ଦେଖିଥିବା କହିଛନ୍ତି।

ନିଆଳି ମେଣ୍ଢା ମୃତ୍ୟୁ ଘଟଣା ସହ ଜଗତସିଂହପୁର ଘଟଣାର ଲିଙ୍କ୍ ଥାଇପାରେ ବୋଲି ବନ ବିଭାଗ ସନ୍ଦେହ କରୁଛି। କାରଣ ଉଭୟ ସ୍ଥାନ ମଧ୍ୟରେ ବ୍ୟବଧାନ ବେଶି ନୁହେଁ। ସେ ଦୃଷ୍ଟିରୁ ଏହି ଜଙ୍ଗଲି ଜନ୍ତୁ ଦେବୀ ନଈ ପାର ହୋଇ ନିଆଳିରୁ ଆଳିପିଙ୍ଗଳ ପଳାଇ ଆସିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏଠାରେ ଜଙ୍ଗଲ ନ ଥିବାରୁ ଜନ୍ତୁ ଲୁଚି ପାରିବେ ନାହିଁ ବୋଲି ବନ ବିଭାଗ କହିଛି। ସତର୍କତା ପାଇଁ ଆଜି ରାତିରେ ଗାଁରେ ପୋଲିସ ଓ ବନ ବିଭାଗ କର୍ମଚାରୀ ମୁତୟନ ରହିବେ ବୋଲି କୁଜଙ୍ଗ ବନ ବିଭାଗ ରେଞ୍ଜର ଅଧିର ବେହେରା କହିଛନ୍ତି।

ଅନ୍ୟପକ୍ଷରେ ନିଆଳିରେ ଅଜଣା ଜନ୍ତୁର ଆତଙ୍କ ଜାରି ରହିଛି। ଗତକାଲି ରାତିରେ ଗୋଟିଏ ମେଣ୍ଢାକୁ ମାରି ଥିବା ବେଳେ ୨ ମେଣ୍ଢାଙ୍କୁ ଘାଇଲା କରିଛି। ମେଣ୍ଢାହନ୍ତାକୁ କାବୁ କରିବା ଲାଗି ବନ ବିଭାଗର ସବୁ କାରସାଦି ଫେଲ ମାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story