ସହପାଠୀକୁ ବଳାତ୍କାର କଲା, ଅଶ୍ଳୀଳ ଫଟୋ ଉଠାଇ ସୋସିଆଲ୍‌ ମିଡ଼ିଆରେ ଛାଡ଼ିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛାତ୍ରୀଙ୍କୁ ତାଙ୍କ ସହପାଠୀ ବଳାତ୍କାର କଲେ। ପରେ ଆପତ୍ତିଜନକ ଫଟୋ ଉଠାଇ ଭାଇରାଲ କଲେ। ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳରୁ। ଛାତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ସମ୍ପୃକ୍ତ ଛାତ୍ରଙ୍କ ପତ୍ତା ମିଳୁନି। ସବୁଦିନ ପରି ଫେବ୍ରୁଆରୀ ୨ ତାରିଖରେ ଛାତ୍ରୀ ଜଣକ କଲେଜ ଯାଇଥିଲେ। ମାତ୍ର ସେଦିନ କଲେଜ ନଯାଇ ଛାତ୍ରୀ ଜଣକ ତାଙ୍କର ଜଣେ ସହପାଠୀଙ୍କ […]

rapeandviral

rapeandviral

Rakesh Mallick
  • Published: Friday, 09 March 2018
  • Updated: 09 March 2018, 04:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛାତ୍ରୀଙ୍କୁ ତାଙ୍କ ସହପାଠୀ ବଳାତ୍କାର କଲେ। ପରେ ଆପତ୍ତିଜନକ ଫଟୋ ଉଠାଇ ଭାଇରାଲ କଲେ। ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା କଣ୍ଟିଲୋ ଅଞ୍ଚଳରୁ। ଛାତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ସମ୍ପୃକ୍ତ ଛାତ୍ରଙ୍କ ପତ୍ତା ମିଳୁନି।

ସବୁଦିନ ପରି ଫେବ୍ରୁଆରୀ ୨ ତାରିଖରେ ଛାତ୍ରୀ ଜଣକ କଲେଜ ଯାଇଥିଲେ। ମାତ୍ର ସେଦିନ କଲେଜ ନଯାଇ ଛାତ୍ରୀ ଜଣକ ତାଙ୍କର ଜଣେ ସହପାଠୀଙ୍କ ସହିତ ଗୋକୁଳାନନ୍ଦର ସିଦ୍ଧମୂଳା ଯାଇଥିଲେ। ସେଠାରେ ମୌଜ ମଜଲିସ୍‌ କରୁଥିବା ବେଳେ ଛାତ୍ର ଜଣକ ଏହି ଅଶ୍ଳୀଳ ଫଟୋଟି ଉଠାଇଥିଲେ। ଏବେ ସେହି ଫଟୋଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଫଟୋ ଭାଇରାଲ୍‌ ହେବା ପରେ ଛାତ୍ର ଜଣକ ଫେରାର ହୋଇଯାଇଛି। ଅନ୍ୟପକ୍ଷରେ ଛାତ୍ରୀ ଜଣକ ତାଙ୍କ ବାପାଙ୍କ ସହିତ ଯାଇ ଖଣ୍ଡପଡ଼ା ଥାନାରେ ଅଭିଯୋଗ କରିଥିଲେ। ବଳାତ୍କାର କରି ଅଶ୍ଳୀଳ ଫଟୋ ଉଠାଇଥିବା ଛାତ୍ର ଜଣକ ଏତଲାରେ ଦର୍ଶାଇଛନ୍ତି।

ଫଟୋ ଭାଇରାଲ ହେବା ପରେ ଉକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯାଇଛି। କଲେଜ ଷ୍ଟାଫ୍‌ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି।

ଅଶ୍ଳୀଳ ଭିଡ଼ିଓ ବା ଫଟୋ ଭାଇରାଲ ନକରିବାକୁ ସତର୍କତା ଜାରି କରାଯାଇଥିଲା। ଏହି ନିର୍ଦ୍ଦେଶକ ଅବମାନନା କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏପରି ସତର୍କତା ଜାରି କରିଥିଲେ ପୋଲିସ ଡିଜି। ମାତ୍ର ପୋଲିସର ସତର୍କତାକୁ ଖାତିର ନକରି ମାଳମାଳ ଭିଡ଼ିଓ ଭାଇରାଲ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story