ସୁକତେଲ ପ୍ରକଳ୍ପ ଅଞ୍ଚଳ ପୁଣି ଅଶାନ୍ତ: କାମ ବନ୍ଦ କଲେ ବୁଡି ଅଞ୍ଚଳବାସୀ

ବଲାଙ୍ଗିର: ପୁଣି ଅଶାନ୍ତ ହୋଇ ପଡ଼ିଛି ଲୋୟର ସୁକତେଲ ପ୍ରକଳ୍ପ ଅଞ୍ଚଳ। କ୍ଷତିପୂରଣ ଓ ଥଇଥାନ ଦାବିରେ ବୁଡି ଅଞ୍ଚଳର ଲୋକେ ପ୍ରକଳ୍ପ କାମ ବନ୍ଦ କରିଛନ୍ତି। ମେ’ ୩୧ ତାରିଖ ସୁଦ୍ଧା ବୁଡ଼ି ଅଞ୍ଚଳର ଲୋକଙ୍କ ଦାବିପୂରଣ ନେଇ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଏହି ସମୟସୀମା ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ପ୍ରଦାନ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଅଞ୍ଚଳବାସୀ ପ୍ରକଳ୍ପ କାମ ବନ୍ଦ କରିଛନ୍ତି। ପୂର୍ବରୁ ମଧ୍ୟ […]

Suktel

Suktel

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 10:16 PM IST

Sports

Latest News

ବଲାଙ୍ଗିର: ପୁଣି ଅଶାନ୍ତ ହୋଇ ପଡ଼ିଛି ଲୋୟର ସୁକତେଲ ପ୍ରକଳ୍ପ ଅଞ୍ଚଳ। କ୍ଷତିପୂରଣ ଓ ଥଇଥାନ ଦାବିରେ ବୁଡି ଅଞ୍ଚଳର ଲୋକେ ପ୍ରକଳ୍ପ କାମ ବନ୍ଦ କରିଛନ୍ତି।

ମେ’ ୩୧ ତାରିଖ ସୁଦ୍ଧା ବୁଡ଼ି ଅଞ୍ଚଳର ଲୋକଙ୍କ ଦାବିପୂରଣ ନେଇ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଏହି ସମୟସୀମା ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ପ୍ରଦାନ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଅଞ୍ଚଳବାସୀ ପ୍ରକଳ୍ପ କାମ ବନ୍ଦ କରିଛନ୍ତି।

ପୂର୍ବରୁ ମଧ୍ୟ ଏକକାଳୀନ କ୍ଷତିପୂରଣ  ଓ ଥଇଥାନ ଦାବିରେ ଏହି ପ୍ରକଳ୍ପ କାମ ବନ୍ଦ କରାଯିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos