ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ଆନ୍ଦୋଳନ ଜାରି: ଦାବି ସଂପର୍କରେ ଆଜି ନିଷ୍ପତ୍ତି ନେଇପାରନ୍ତି ସରକାର

ଭୁବନେଶ୍ୱର: ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ଆନ୍ଦୋଳନ ନେଇ ଆଜି ସରକାର ନିଷ୍ପତ୍ତି ନେଇ ପାରନ୍ତି। ଆଜିକୁ ମାସେ ବ୍ୟାପୀ ଧାରଣାରେ ବସିଥିବା ଅଙ୍ଗନଓ୍ୱାଡ଼ି କର୍ମୀଙ୍କ କିଛି ଦାବି ଯୁକ୍ତି ସଙ୍ଗତ ଏବଂ ସେମାନଙ୍କ ଦାବି ପୂରଣ ନେଇ ସରକାର ବିଚାର କରୁଥିବା ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ ସାମଲ କହିଛନ୍ତି। ୧୨ ଦଫା ଦାବି  ନେଇ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ଆନ୍ଦୋଳନ ଆଜି ୨୯ ଦିନରେ ପହଞ୍ଚିଛି। ୨୯ ଦିନ ଧରି  ଅଙ୍ଗନଓ୍ୱାଡ଼ି କର୍ମୀମାନେ ଗୋଟିଏ ପଟେ ଭୁବନେଶ୍ୱରର […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 08:22 AM IST

ଭୁବନେଶ୍ୱର: ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ଆନ୍ଦୋଳନ ନେଇ ଆଜି ସରକାର ନିଷ୍ପତ୍ତି ନେଇ ପାରନ୍ତି। ଆଜିକୁ ମାସେ ବ୍ୟାପୀ ଧାରଣାରେ ବସିଥିବା ଅଙ୍ଗନଓ୍ୱାଡ଼ି କର୍ମୀଙ୍କ କିଛି ଦାବି ଯୁକ୍ତି ସଙ୍ଗତ ଏବଂ ସେମାନଙ୍କ ଦାବି ପୂରଣ ନେଇ ସରକାର ବିଚାର କରୁଥିବା ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ ସାମଲ କହିଛନ୍ତି। ୧୨ ଦଫା ଦାବି  ନେଇ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ଆନ୍ଦୋଳନ ଆଜି ୨୯ ଦିନରେ ପହଞ୍ଚିଛି।

୨୯ ଦିନ ଧରି  ଅଙ୍ଗନଓ୍ୱାଡ଼ି କର୍ମୀମାନେ ଗୋଟିଏ ପଟେ ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣାରେ ବସିଥିବା ବେଳେ  ଅନ୍ୟ ପଟେ ଜିଲ୍ଲା ଓ ବ୍ଲକସ୍ତରରେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି। ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ  କର୍ମଚାରୀ ମାନ୍ୟତା, ସର୍ବନିମ୍ନ ମାସିକ ୧୮ହଜାର ଟଙ୍କା ପ୍ରଦାନ ଆଦି ମୁଖ୍ୟ ଦାବି ନେଇ ଅଲ ଓଡ଼ିଶା ଅଙ୍ଗନଓ୍ୱାଡ଼ି ଲେଡିଜ୍  ଓ୍ୱାର୍କର୍ସ ଆସୋସିଏସନ ପକ୍ଷରୁ ଏହି ଆନ୍ଦୋଳନ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story