ବଲାଙ୍ଗିରରେ ରାଜସ୍ୱ ଅମଲା ସଂଘର ଆନ୍ଦୋଳନ

<p>ବଲାଙ୍ଗିର(ସସ୍ମିତା ସାହୁ):୮ ଦଫା ଦାବି ନେଇ ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ଜାରି ରହିଛି । ଏଥିରେ ସାମିଲ ହୋଇଛି ବଲାଙ୍ଗିର ରାଜସ୍ୱ ଅମଲା ସଂଘ । ଆଗରୁ ଡିସେମ୍ବର ମାସରେ ୨୦ ଦିନ ପାଇଁ ଆନ୍ଦୋଳନ କରାଯାଇଥିବା ବେଳେ, ଏବେ ଗତ ୧ ତାରିଖରୁ ୧୮ ଦିନ ହେଲା ଆନ୍ଦୋଳନ ଜାରି ରହିଛି ।</p> <p>ଆଜି ସକାଳୁ ସକାଳୁ ବଲାଙ୍ଗିର ରାଜସ୍ୱ ଅମଲ ସଂଘର କର୍ମକର୍ତ୍ତାମାନେ ତହସିଲ କାର୍ଯ୍ୟାଳୟ ନିକଟରେ ଧାରଣାରେ ବସିଥିଲେ । ନାରାବାଜୀ ଓ ଶ୍ଳୋଗାନ ଦେଇ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀ&nbsp; ଅମଲାଙ୍କ ଯୋଗୁଁ ବଲାଙ୍ଗିରରେ ତହସିଲ ଓ&nbsp; କଚେରୀ କାମ ଠପ୍&zwnj; ହୋଇଯାଇଛି । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିଥିବାରୁ, ଇନକମ ସାର୍ଟିଫିକେଟ, କାଷ୍ଟ ସାର୍ଟିଫିକେଟ ଏବଂ ରେସିଡେଣ୍ଟ ସାର୍ଟିଫିକେଟର ଦରକାର ପଡୁଛି, କିନ୍ତୁ କିରାଣୀଙ୍କ ଆନ୍ଦୋଳନ ଯୋଗୁଁ କୌଣସି କାମ ହୋଇପାରୁନାହିଁ । ବିଭିନ୍ନ କାମ ପାଇଁ ଲୋକେ ତହସିଲକୁ ଆସି ହଇରାଣ ହରକତ ହେଉଛନ୍ତି । ଲୋକେ ହଇରାଣ ହେଉଥିବାରୁ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଦାବି ହୋଇଛି।</p>

Ordigital Desk
  • Published: Friday, 18 May 2018
  • Updated: 18 May 2018, 09:38 PM IST
<p>ବଲାଙ୍ଗିର(ସସ୍ମିତା ସାହୁ):୮ ଦଫା ଦାବି ନେଇ ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ଜାରି ରହିଛି । ଏଥିରେ ସାମିଲ ହୋଇଛି ବଲାଙ୍ଗିର ରାଜସ୍ୱ ଅମଲା ସଂଘ । ଆଗରୁ ଡିସେମ୍ବର ମାସରେ ୨୦ ଦିନ ପାଇଁ ଆନ୍ଦୋଳନ କରାଯାଇଥିବା ବେଳେ, ଏବେ ଗତ ୧ ତାରିଖରୁ ୧୮ ଦିନ ହେଲା ଆନ୍ଦୋଳନ ଜାରି ରହିଛି ।</p><p>ଆଜି ସକାଳୁ ସକାଳୁ ବଲାଙ୍ଗିର ରାଜସ୍ୱ ଅମଲ ସଂଘର କର୍ମକର୍ତ୍ତାମାନେ ତହସିଲ କାର୍ଯ୍ୟାଳୟ ନିକଟରେ ଧାରଣାରେ ବସିଥିଲେ । ନାରାବାଜୀ ଓ ଶ୍ଳୋଗାନ ଦେଇ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀ&nbsp; ଅମଲାଙ୍କ ଯୋଗୁଁ ବଲାଙ୍ଗିରରେ ତହସିଲ ଓ&nbsp; କଚେରୀ କାମ ଠପ୍&zwnj; ହୋଇଯାଇଛି । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିଥିବାରୁ, ଇନକମ ସାର୍ଟିଫିକେଟ, କାଷ୍ଟ ସାର୍ଟିଫିକେଟ ଏବଂ ରେସିଡେଣ୍ଟ ସାର୍ଟିଫିକେଟର ଦରକାର ପଡୁଛି, କିନ୍ତୁ କିରାଣୀଙ୍କ ଆନ୍ଦୋଳନ ଯୋଗୁଁ କୌଣସି କାମ ହୋଇପାରୁନାହିଁ । ବିଭିନ୍ନ କାମ ପାଇଁ ଲୋକେ ତହସିଲକୁ ଆସି ହଇରାଣ ହରକତ ହେଉଛନ୍ତି । ଲୋକେ ହଇରାଣ ହେଉଥିବାରୁ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଦାବି ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos