କୃଷିମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲା କଂଗ୍ରେସ

ଭୁବନେଶ୍ୱର: କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛି କଂଗ୍ରେସ। ବିଧାନସଭାରେ ଚାଷୀ ଆତ୍ମହତ୍ୟା ସଂପର୍କରେ କୃଷିମନ୍ତ୍ରୀ ଦେଇଥିବା ଉତ୍ତର ସଂପୂର୍ଣ୍ଣ ନୁହେଁ। ମନ୍ତ୍ରୀ ଦେଇଥିବା ଉତ୍ତରରେ ତଦନ୍ତ ସମ୍ୱନ୍ଧୀୟ ଫଳାଫଳକୁ ଦର୍ଶାଇ ନ ଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଅଣାଯାଇଛି। କଂଗ୍ରେସ ବିଧାୟକ ନବ ଦାସ, କୈଳାସଚନ୍ଦ୍ର କୁଲେସିକା ଓ କୃଷ୍ଣଚନ୍ଦ୍ର ଶାଗରିଆ ଏହି ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି। ଅନ୍ୟପକ୍ଷରେ ଏହା ଜେରକ୍ସ ଜନିତ ତ୍ରୁଟି ବୋଲି ଶାସକ […]

pradeepmaharathee

pradeepmaharathee

Rakesh Mallick
  • Published: Friday, 11 December 2015
  • Updated: 11 December 2015, 02:33 PM IST

Sports

Latest News

ଭୁବନେଶ୍ୱର: କୃଷିମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛି କଂଗ୍ରେସ। ବିଧାନସଭାରେ ଚାଷୀ ଆତ୍ମହତ୍ୟା ସଂପର୍କରେ କୃଷିମନ୍ତ୍ରୀ ଦେଇଥିବା ଉତ୍ତର ସଂପୂର୍ଣ୍ଣ ନୁହେଁ। ମନ୍ତ୍ରୀ ଦେଇଥିବା ଉତ୍ତରରେ ତଦନ୍ତ ସମ୍ୱନ୍ଧୀୟ ଫଳାଫଳକୁ ଦର୍ଶାଇ ନ ଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଅଣାଯାଇଛି। କଂଗ୍ରେସ ବିଧାୟକ ନବ ଦାସ, କୈଳାସଚନ୍ଦ୍ର କୁଲେସିକା ଓ କୃଷ୍ଣଚନ୍ଦ୍ର ଶାଗରିଆ ଏହି ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି। ଅନ୍ୟପକ୍ଷରେ ଏହା ଜେରକ୍ସ ଜନିତ ତ୍ରୁଟି ବୋଲି ଶାସକ ଦଳ ପୂର୍ବରୁ କହିଥିଲା।

ବିଧାନସଭାରେ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଓ ଚନ୍ଦ୍ରଶେଖର ମାଝି ଚାଷୀ ଆତ୍ମହତ୍ୟା ନେଇ ମାଗିଥିବା ପ୍ରଶ୍ନର ଉତ୍ତରରେ ଆତ୍ମହତ୍ୟାର କାରଣ ଦେଇ ନ ଥିଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ଏଥିରେ କେହି ଜଣେ ବି ଚାଷୀ ମରୁଡି କ୍ଷୟକ୍ଷତି କିମ୍ୱା ଋଣ ବୋଝ ଯୋଗୁ ମରି ନାହାନ୍ତି ବୋଲି ବୋଲି ଉତ୍ତର ରଖିଥିଲେ କୃଷିମନ୍ତ୍ରୀ। ପୂରା ରିପୋର୍ଟରୁ ଆତ୍ମହତ୍ୟା କାରଣ ଦର୍ଶାଉଥିବା ଗୁରୁତ୍ୱପୂର୍ଣ୍ଣ ଅଂଶକୁ ବାଦ୍ ଦେଇ ତଥ୍ୟ ପ୍ରଦାନ କରାଯାଇଥିଲା।

ବ୍ୟୟମଞ୍ଜୁରୀ ବିଲ  ଆଲୋଚନା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇ ଥିଲେ। ସେ ଅଭିଯୋଗ କରିଥିଲେ, ଜିଲ୍ଲାପାଳଙ୍କୁ ଚାଷୀ ମୃତ୍ୟୁର କାରଣ ଖୋଜିବାକୁ କୁହାଯାଇଥିଲା। କାରଣ ଲୁଚାଇବାକୁ କୁହାଯାଇ ନ ଥିଲା। ଋଣ ବୋଝ ଓ ଫସଲହାନି ନେଇ ଜିଲ୍ଲାପାଳ ତଥ୍ୟ ରଖିଥିବା ବେଳେ, କେମିତି ଚାଷୀ ଆତ୍ମହତ୍ୟା କୃଷି ଜନିତି ନୁହେଁ ବୋଲି ସରକାର କହୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେ।

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, ସରକାର ଚାଷୀ ଆତ୍ମହତ୍ୟା ନେଇ କୌଣସି ତଥ୍ୟ ଲୁଚାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story