କେନ୍ଦ୍ରମନ୍ତ୍ରୀଙ୍କୁ କୃଷିମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ପରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଭୁବନେଶ୍ୱର କୃଷି ବିଜ୍ଞାନ କେନ୍ଦ୍ରର ଶିଳାନ୍ୟାସ ଉତ୍ସବରେ ଧର୍ମେନ୍ଦ୍ରଙ୍କୁ ବନ୍ଧୁ ବୋଲି ସମ୍ୱୋଧନ କରିଥିଲେ କୃଷିମନ୍ତ୍ରୀ ମହାରଥୀ। ପରେ ଧର୍ମେନ୍ଦ୍ରଙ୍କ ପାଇଁ ସାଏରୀ ବୋଲିବା ସହ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କୁ ଭାଇ ବୋଲି କହିଥିଲେ। ପ୍ରଶଂସା ଛଳରେ ରାଜ୍ୟ ପାଇଁ କୃଷି ଯନ୍ତ୍ରାଂଶ ଗବେଷଣା କେନ୍ଦ୍ର ଓ ଡାଲି ଜାତୀୟ ଫସଲ ଗବେଷଣା କେନ୍ଦ୍ର ଭଳି ଦୁଇଟି ପ୍ରତିଷ୍ଠାନ […]

pradeep-maharathy

pradeep-maharathy

Rakesh Mallick
  • Published: Saturday, 01 April 2017
  • Updated: 01 April 2017, 08:13 PM IST

Sports

Latest News

ଭୁବନେଶ୍ୱର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ପରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଭୁବନେଶ୍ୱର କୃଷି ବିଜ୍ଞାନ କେନ୍ଦ୍ରର ଶିଳାନ୍ୟାସ ଉତ୍ସବରେ ଧର୍ମେନ୍ଦ୍ରଙ୍କୁ ବନ୍ଧୁ ବୋଲି ସମ୍ୱୋଧନ କରିଥିଲେ କୃଷିମନ୍ତ୍ରୀ ମହାରଥୀ। ପରେ ଧର୍ମେନ୍ଦ୍ରଙ୍କ ପାଇଁ ସାଏରୀ ବୋଲିବା ସହ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କୁ ଭାଇ ବୋଲି କହିଥିଲେ। ପ୍ରଶଂସା ଛଳରେ ରାଜ୍ୟ ପାଇଁ କୃଷି ଯନ୍ତ୍ରାଂଶ ଗବେଷଣା କେନ୍ଦ୍ର ଓ ଡାଲି ଜାତୀୟ ଫସଲ ଗବେଷଣା କେନ୍ଦ୍ର ଭଳି ଦୁଇଟି ପ୍ରତିଷ୍ଠାନ ମହାରଥୀ ଦାବି କରିଥିଲେ।

ମହାରଥୀ କହିଥିଲେ,“ଯିଏ ଭଲ କାମ କଲା ତାକୁ ଆମେ ଭଲ କହିବୁ। ସେଥିରେ ରାଜନୀତି ନାହିଁ। ଯଦି ଦାବି ପୂରଣ ନହେଲା ତେବେ ବିରୋଧ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos