ଏମସ୍ ସ୍ୱୟଂ ସମ୍ପୂର୍ଣ୍ଣ ହେବାରେ ବାଧକ ସାଜିଛି ଅଭିଜ୍ଞ ଡାକ୍ତରଙ୍କ ଅଭାବ

ଭୁବନେଶ୍ୱର: ଏମସ୍ ସ୍ୱୟଂ ସମ୍ପୂର୍ଣ୍ଣ ହେବାରେ ବାଧକ ସାଜିଛି ଅଭିଜ୍ଞ ଡାକ୍ତରଙ୍କ ଅଭାବ। ଯୁବ ଡାକ୍ତରମାନେ ଏମସରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରୁ ନ ଥିବାରୁ ଅଭିଜ୍ଞ ଡାକ୍ତରଙ୍କ ନିଯୁକ୍ତି କ୍ଷେତ୍ରରେ ବୟସ ସୀମା କୋହଳ କରିବାକୁ ଯୋଜନା କରାଯାଉଛି। ବର୍ତ୍ତମାନ ଏମସ ପାଇଁ ସର୍ବାଧିକ ବୟସ ସୀମା ୫୦ ବର୍ଷ ରହିଛି। ଏହାକୁ ବଢ଼ାଇବାକୁ ଯୋଜନା କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ ଶର୍ମା କହିଛନ୍ତି। ଯୁଗ୍ମ ସଚିବ ଆଜି ଭୁବନେଶ୍ୱର ଏମସର […]

aims

aims

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 04:18 PM IST

Sports

Latest News

ଭୁବନେଶ୍ୱର: ଏମସ୍ ସ୍ୱୟଂ ସମ୍ପୂର୍ଣ୍ଣ ହେବାରେ ବାଧକ ସାଜିଛି ଅଭିଜ୍ଞ ଡାକ୍ତରଙ୍କ ଅଭାବ। ଯୁବ ଡାକ୍ତରମାନେ ଏମସରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରୁ ନ ଥିବାରୁ ଅଭିଜ୍ଞ ଡାକ୍ତରଙ୍କ ନିଯୁକ୍ତି କ୍ଷେତ୍ରରେ ବୟସ ସୀମା କୋହଳ କରିବାକୁ ଯୋଜନା କରାଯାଉଛି। ବର୍ତ୍ତମାନ ଏମସ ପାଇଁ ସର୍ବାଧିକ ବୟସ ସୀମା ୫୦ ବର୍ଷ ରହିଛି। ଏହାକୁ ବଢ଼ାଇବାକୁ ଯୋଜନା କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ ଶର୍ମା କହିଛନ୍ତି।

ଯୁଗ୍ମ ସଚିବ ଆଜି ଭୁବନେଶ୍ୱର ଏମସର ସମୀକ୍ଷା କରିବା ଅବସରରେ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଏମସର ଅନ୍ୟ ସମସ୍ୟା ଉପରେ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ଅବଗତ କରାଇଥିଲେ। ସେପଟେ ଏମସରେ ଏକ ନୂଆ ପ୍ରାଭେଟ୍ ୱାର୍ଡ ଉଦଘାଟିତ ହୋଇଛି। ଫଳରେ ପ୍ରାଇଭେଟ୍ ୱାର୍ଡ ସଂଖ୍ୟା ୬୪ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story