ବାଲେଶ୍ୱର ଏମ୍ସ ସେଟେଲାଇଟ୍‌ ସେଣ୍ଟର: ଏଣିକି ପ୍ରତି ଶନିବାର ରୋଗୀ ଦେଖିବେ ଡାକ୍ତର

ଭୁବନେଶ୍ୱର: ରାଜ୍ୟ ତଥା ପଡୋଶୀ ରାଜ୍ୟର ଲୋକଙ୍କକୁ ଉନ୍ନତମାନ ମାନର ସ୍ୱାସ୍ଥ୍ୟସେବା ଦେବା ପାଇଁ ଆଉ ପାଦେ ଆଗେଇଛି ଭୁବନେଶ୍ୱର ଏମ୍ସ। ବାଲେଶ୍ୱର ଡିଆରଡିଓ କ୍ୟାମ୍ପସରେ ଆରମ୍ଭ ହୋଇଛି ଏମ୍ସର ସାଟେଲାଇଟ୍ ସେଣ୍ଟର ଓପିଡି। ଆଜି କ୍ୟାମ୍ପସରେ ଆରମ୍ଭ ହୋଇଛି ଏମ୍ସ ଡାକ୍ତରଙ୍କ ରୋଗୀ ଚିକିତ୍ସା। ଜଣେ କି ଦୁଇଜଣ ନୁହେଁ, ଅଭିଜ୍ଞ ଡାକ୍ତର ତଥା ବିଶେଷଜ୍ଞମାନେ ପ୍ରତି ସପ୍ତାହର ଶନିବାର ବାଲେଶ୍ୱରରେ ରୋଗୀଙ୍କ ଚିକିତ୍ସା କରିବେ। ପ୍ରଥମ ଦିନରେ ପ୍ରାୟ ୧୦୮ଜଣ ରୋଗୀଙ୍କର ଚିକିତ୍ସା କରାଯାଇଛି। […]

slider1

slider1

Rakesh Mallick
  • Published: Sunday, 09 July 2017
  • Updated: 09 July 2017, 10:00 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ତଥା ପଡୋଶୀ ରାଜ୍ୟର ଲୋକଙ୍କକୁ ଉନ୍ନତମାନ ମାନର ସ୍ୱାସ୍ଥ୍ୟସେବା ଦେବା ପାଇଁ ଆଉ ପାଦେ ଆଗେଇଛି ଭୁବନେଶ୍ୱର ଏମ୍ସ। ବାଲେଶ୍ୱର ଡିଆରଡିଓ କ୍ୟାମ୍ପସରେ ଆରମ୍ଭ ହୋଇଛି ଏମ୍ସର ସାଟେଲାଇଟ୍ ସେଣ୍ଟର ଓପିଡି। ଆଜି କ୍ୟାମ୍ପସରେ ଆରମ୍ଭ ହୋଇଛି ଏମ୍ସ ଡାକ୍ତରଙ୍କ ରୋଗୀ ଚିକିତ୍ସା। ଜଣେ କି ଦୁଇଜଣ ନୁହେଁ, ଅଭିଜ୍ଞ ଡାକ୍ତର ତଥା ବିଶେଷଜ୍ଞମାନେ ପ୍ରତି ସପ୍ତାହର ଶନିବାର ବାଲେଶ୍ୱରରେ ରୋଗୀଙ୍କ ଚିକିତ୍ସା କରିବେ। ପ୍ରଥମ ଦିନରେ ପ୍ରାୟ ୧୦୮ଜଣ ରୋଗୀଙ୍କର ଚିକିତ୍ସା କରାଯାଇଛି। ସାଧାରଣ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ପାଇଁ ଉଦ୍ୟେଶ୍ୟରେ ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଏମ୍ସର ନିର୍ଦ୍ଦେଶିକା ବି. ଗୀତାଞ୍ଜଳୀ କହିଛନ୍ତି। ଆଗାମୀ ଦିନରେ ସାଟେଲାଇଟ୍ କ୍ୟାମ୍ପସ ପ୍ରସ୍ତୁତ ହେବା ପରେ ପ୍ରତିଦିନ ଚିକିତ୍ସା ସେବା ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଏମ୍ସ ଭୁବନେଶ୍ୱର ମଧ୍ୟ ପ୍ରଗତି ପଥରେ ଅଗ୍ରସର ହୋଇଛି। ୮ଟି ଅପରେସନ୍ ଥିଏଟର ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଦୁଇଟି ଶୌଚାଳୟ ନିର୍ମାଣ ଶେଷ ହୋଇଛି। ଖୁବ୍ ଶୀଘ୍ର ନାଲକୋ ସହାୟତାରେ ଏଠାରେ ୫୦୦ ଶଯ୍ୟା ବିଶିଷ୍ଟ ଧର୍ମଶାଳା ନିର୍ମାଣ ହେବ। ଏମ୍ସରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକ ଖେଳପଡ଼ିଆ ଓ ଜିମ୍ ବ୍ୟବସ୍ଥା ଉପଲବ୍ଧ ହେବ। ବର୍ତ୍ତମାନ ଏମ୍ସ ଭୁବନେଶ୍ୱରରେ ୪୮୦ ଶଯ୍ୟା ରହିଛି। ଚଳିତବର୍ଷ ଶେଷ ସୁଦ୍ଧା ଶଯ୍ୟା ସଂଖ୍ୟା ୯୮୦କୁ ବୃଦ୍ଧି କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story