ଏମସରେ ନାମଲେଖା ପାଇଁ ମେ’ ୨୯ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର:ଏମସରେ ନାମଲେଖା ପାଇଁ ମେ’ ୨୯ରେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।ଏଥିପାଇଁ ୨୦୧୬ ମାର୍ଚ୍ଚରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲରେ ସରିବ। ମେ’ ୧୫ ଭିତରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଜୁନ୍ ୧୪ରେ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇବ। ଜୁଲାଇରେ ପ୍ରଥମ ପର୍ଯ୍ୟାୟ, ଅଗଷ୍ଟରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ସେପ୍ଟେମ୍ୱରରେ ତୃତୀୟ ପର୍ଯ୍ୟାୟ କାଉନ୍ସେଲିଂ କରାଯିବ। ଅଗଷ୍ଟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଭୁବନେଶ୍ୱର ସମେତ […]

aims

aims

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 05:52 PM IST

Sports

Latest News

ଭୁବନେଶ୍ୱର:ଏମସରେ ନାମଲେଖା ପାଇଁ ମେ’ ୨୯ରେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।ଏଥିପାଇଁ ୨୦୧୬ ମାର୍ଚ୍ଚରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲରେ ସରିବ। ମେ’ ୧୫ ଭିତରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଜୁନ୍ ୧୪ରେ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇବ।

ଜୁଲାଇରେ ପ୍ରଥମ ପର୍ଯ୍ୟାୟ, ଅଗଷ୍ଟରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ସେପ୍ଟେମ୍ୱରରେ ତୃତୀୟ ପର୍ଯ୍ୟାୟ କାଉନ୍ସେଲିଂ କରାଯିବ। ଅଗଷ୍ଟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଭୁବନେଶ୍ୱର ସମେତ ଦେଶର ୧୮ଟି ସହରରେ ପରୀକ୍ଷା କେନ୍ଦ୍ର କରାଯିବ। ଭୁବନେଶ୍ୱର ଏମସ ସମେତ ଦେଶର ଥିବା ୭ଟି ଏମସର ୬୭୨ ସିଟ୍ ପାଇଁ ଏଥର ନାମଲେଖା ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story