ଭୁବନେଶ୍ୱରରୁ ବ୍ୟାଙ୍କକ ଉଡ଼ିବ ଏୟାର ଇଣ୍ଡିଆ ବିମାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବ୍ୟାଙ୍କକକୁ ସିଧା ଉଡ଼ାଣ କରିବ ଏୟାର ଇଣ୍ଡିଆ ବିମାନ। ଆସନ୍ତା ୧୦ ତାରିଖରୁ ବ୍ୟାଙ୍କକକୁ ଚଳାଚଳ କରିବ ବୋଲି ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିଯୋଗୁ ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡିକ ସହ ପର୍ଯ୍ୟଟନ, ବାଣିଜ୍ୟ ସମ୍ପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ୨୦୧୦ ଅକ୍ଟୋବର ୩୧ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା […]

air india

air india

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 05:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବ୍ୟାଙ୍କକକୁ ସିଧା ଉଡ଼ାଣ କରିବ ଏୟାର ଇଣ୍ଡିଆ ବିମାନ। ଆସନ୍ତା ୧୦ ତାରିଖରୁ ବ୍ୟାଙ୍କକକୁ ଚଳାଚଳ କରିବ ବୋଲି ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିଯୋଗୁ ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡିକ ସହ ପର୍ଯ୍ୟଟନ, ବାଣିଜ୍ୟ ସମ୍ପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

୨୦୧୦ ଅକ୍ଟୋବର ୩୧ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ମିଳିଥିଲା। ୨୦୧୭ ଏପ୍ରିଲ ୨୬ ତାରିଖରେ ପ୍ରଥମେ ଆନ୍ତର୍ଜାତିକ ବିମାନ ସେବା ଭୁବନେଶ୍ୱରରୁ କୁଆଲାଲୁମ୍ପୁରକୁ ଆରମ୍ଭ ହୋଇଥିଲା। ସେହିପରି ୨୦୧୫ ଜୁଲାଇ ୧୦ ତାରିଖରେ ହପ ଏନ ସ୍ପୋକ୍ ମଡେଲରେ ପ୍ରଥମ ସିଡବ୍ଲ୍ୟୁ ବିମାନ ଆରମ୍ଭ କରିଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story