ଆଜାଦ୍‌ ଅନଶନ ଘଟଣା: ଝାରପଡ଼ା ଜେଲ୍‌ରେ ପହଞ୍ଚିଲେ ଜେଲ୍‌ ଏଡିଜି ଅରୁଣ ରାଏ

ଭୁବନେଶ୍ୱର: ଝାରପଡ଼ା ଜେଲ୍‌ରେ ଅନଶନରତ ମାଓନେତା ଆଜାଦ୍‌ଙ୍କୁ ରବିବାର ଭେଟିଛନ୍ତି ଜେଲ୍‌ ଏଡିଜି ଅରୁଣ ରାଏ। ଆଜାଦ୍‌ଙ୍କ ସହ ୭ ଜଣ ମାଓବାଦୀ ଅନଶନରେ ବସିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି। ମାଓନେତାଙ୍କ ଅନଶନ ଘଟଣାର ତର୍ଜମା କରି ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ମାନବାଧିକାର କମିଶନ ଜେଲ୍‌ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨ ସପ୍ତାହ ମଧ୍ୟରେ ଅନଶନରତ ମାଓନେତାଙ୍କ ଦାବି ଉପରେ ବିଚାର କରି ପ’ଣ ପଦକ୍ଷେପ ନିଆଯାଉଛି ରିପୋର୍ଟ ଦାଖଲ କରିବାକୁ […]

jail

jail

Rakesh Mallick
  • Published: Sunday, 03 April 2016
  • Updated: 03 April 2016, 09:43 AM IST

ଭୁବନେଶ୍ୱର: ଝାରପଡ଼ା ଜେଲ୍‌ରେ ଅନଶନରତ ମାଓନେତା ଆଜାଦ୍‌ଙ୍କୁ ରବିବାର ଭେଟିଛନ୍ତି ଜେଲ୍‌ ଏଡିଜି ଅରୁଣ ରାଏ। ଆଜାଦ୍‌ଙ୍କ ସହ ୭ ଜଣ ମାଓବାଦୀ ଅନଶନରେ ବସିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି।

ମାଓନେତାଙ୍କ ଅନଶନ ଘଟଣାର ତର୍ଜମା କରି ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ମାନବାଧିକାର କମିଶନ ଜେଲ୍‌ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨ ସପ୍ତାହ ମଧ୍ୟରେ ଅନଶନରତ ମାଓନେତାଙ୍କ ଦାବି ଉପରେ ବିଚାର କରି ପ’ଣ ପଦକ୍ଷେପ ନିଆଯାଉଛି ରିପୋର୍ଟ ଦାଖଲ କରିବାକୁ ଶନିବାର ଏଚ୍‌ଆର୍‌ସି ଗୃହ ବିଭାଗର ପ୍ରମୁଖ ସଚିବ, ପୋଲିସ୍‌ ମହାନିର୍ଦ୍ଦେଶକ ଓ ଜେଲ୍‌ ଏଡିଜିଙ୍କୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ। ୫ ଦଫା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ  ଚିଠି ଲେଖିଥିଲେ ଆଜାଦ୍। ତାଙ୍କୁ ବିଭିନ୍ନ ଜେଲ୍‌ରେ ଥିବା ୧୨ଜଣ ଅନ୍ତବାସୀ ସମର୍ଥନ ଜଣାଇଛନ୍ତି।

ଏଡିଜି ଅରୁଣ ରାଏ କହିଛନ୍ତି, “ଏହା ଏକ ମୋର ରୁଟିନ୍ ଭିଜିଟ୍ ଥିଲା। ମାମଲା ଗୁଡ଼ିକ ବିଚାରରେ ବିଳମ୍ୱ ଅଭିଯୋଗରେ ୩ଦିନ ଧରି ଆଜାଦ୍ ଅନଶନରେ ବସିଛନ୍ତି। ସେମାନଙ୍କ ସହ ମୁଁ ଆଲୋଚନା କରିଛି। ଜିଲ୍ଲା ପ୍ରଶାସନକୁ ଏ ନେଇ ଜଣାଇବି। ଶୀଘ୍ର ଦାବିଗୁଡିକୁ ବିଚାର କରାଯାଇ ସମାଧାନ କରାଯିବ। ନକ୍ସଲ ମାମଲାରେ ଏମାନେ ସମ୍ପୃକ୍ତ ଥିବାରୁ ସେହି ସକାସେ ଟ୍ରାଏଲ୍ର ସମ୍ମୁଖୀନ ହେଉଛନ୍ତି। ଟ୍ରାଏଲ୍ ଯେବେ ସରିବ ସେ ନେଇ କୋର୍ଟ ବିଚାର କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story