ଆଜି ବାଲେଶ୍ୱରରେ ହେବ ତାଜିଆ ଶୋଭାଯାତ୍ରା

ବାଲେଶ୍ୱର: ଗତକାଲି ଦଶହରା ଭସାଣ ଥିବାରୁ ଆଜି ବାଲେଶ୍ୱର ସହରରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟା ୬ଟାରେ ଦର୍ଘାବଜାର ପଡ଼ିଆରୁ ଶୋଭାଯାତ୍ରା ବାହାରିବ। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ସିନେମା ବଜାର ଛକରେ ବାଡ଼ିଖେଳ ପ୍ରଦର୍ଶନ କରାଯିବ। ଶୋଭାଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୪୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏଥିସହ ଡ଼ିଆଇଜି, ଏସ୍‌ପି, ଜିଲ୍ଲାପାଳ ଓ ଏଡିଏମ୍‌ ଉପସ୍ଥିତ ରହିବେ।

baleswar

baleswar

Rakesh Mallick
  • Published: Thursday, 13 October 2016
  • Updated: 13 October 2016, 10:25 AM IST

Sports

Latest News

ବାଲେଶ୍ୱର: ଗତକାଲି ଦଶହରା ଭସାଣ ଥିବାରୁ ଆଜି ବାଲେଶ୍ୱର ସହରରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟା ୬ଟାରେ ଦର୍ଘାବଜାର ପଡ଼ିଆରୁ ଶୋଭାଯାତ୍ରା ବାହାରିବ। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ସିନେମା ବଜାର ଛକରେ ବାଡ଼ିଖେଳ ପ୍ରଦର୍ଶନ କରାଯିବ।

ଶୋଭାଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୪୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏଥିସହ ଡ଼ିଆଇଜି, ଏସ୍‌ପି, ଜିଲ୍ଲାପାଳ ଓ ଏଡିଏମ୍‌ ଉପସ୍ଥିତ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos