ଆଜି କଂଗ୍ରେସ ବିଧାୟକ ଦଳର ବୈଠକ

ଭୁବନେଶ୍ୱର: ଆଜି କଂଗ୍ରେସ ବିଧାୟକ ଦଳର ଜରୁରୀ ବୈଠକ ବସିବ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବା  ମନେ କରାଯାଉଛି। ତୀବ୍ର ଗୋଷ୍ଠୀକନ୍ଦଳ ଭିତରେ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ଗତକାଲି କଂଗ୍ରେସ ଭବନରେ ଜିଲ୍ଲା ସଭାପତିଙ୍କ ବୈଠକ ବସିଥିଲା। ପିସିସି ସଭାପତି ଜିଲ୍ଲାସଭାପତିଙ୍କ  ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଏହି ବୈଠକରେ ଜିଲ୍ଲା ସଭାପତି ଦାୟିତ୍ୱରେ ଥିବା ବିଧାୟକ ନବ ଦାସ, ଦେବେନ୍ଦ୍ର, ପ୍ରକାଶ ବେହେରା ଓ […]

Congress

Congress

Rakesh Mallick
  • Published: Tuesday, 22 November 2016
  • Updated: 22 November 2016, 12:11 PM IST

Sports

Latest News

ଭୁବନେଶ୍ୱର: ଆଜି କଂଗ୍ରେସ ବିଧାୟକ ଦଳର ଜରୁରୀ ବୈଠକ ବସିବ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବା  ମନେ କରାଯାଉଛି। ତୀବ୍ର ଗୋଷ୍ଠୀକନ୍ଦଳ ଭିତରେ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।

ଗତକାଲି କଂଗ୍ରେସ ଭବନରେ ଜିଲ୍ଲା ସଭାପତିଙ୍କ ବୈଠକ ବସିଥିଲା। ପିସିସି ସଭାପତି ଜିଲ୍ଲାସଭାପତିଙ୍କ  ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଏହି ବୈଠକରେ ଜିଲ୍ଲା ସଭାପତି ଦାୟିତ୍ୱରେ ଥିବା ବିଧାୟକ ନବ ଦାସ, ଦେବେନ୍ଦ୍ର, ପ୍ରକାଶ ବେହେରା ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ଅନୁପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story